ଆସନ୍ତୁ ଜାଣିବା ଅଧିକ ସୁନା ରଖିବା ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ କେଉଁଠି
ନୂଆଦିଲ୍ଲୀ: ଅଧିକ ସୁନା ରଖିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ୧୦ମରେ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ ପକ୍ଷରୁ ଗତ ବର୍ଷ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଆମେରିକା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଏହି ଦେଶ ପାଖରେ ୮୧୩୩୫ ଟନ ସୁନା ରହିଛି । ସେହିପରି ଜର୍ମାନୀ (୩୬୬୮),…