ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ପୁରୋଧା ରାଧାମୋହନ ଗଡନାୟକଙ୍କ ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ଜୀବନ କାହାଣୀ
ଭୁବନେଶ୍ୱର: କୁହାଯାଏ କବିବର ରାଧାନାଥ ରାୟ ଉନବିଂଶ ଶତାବ୍ଦୀର ଉତ୍ତର ଭାଗରେ ଯେଉଁ ଆଧୁନିକ ଓଡିଆ କାବ୍ୟ-ସାହିତ୍ୟର ଯେଉଁ ସୌଧ ନିର୍ମାଣ କରିଥିଲେ, ପରବର୍ତ୍ତୀ ସମୟରେ ରାଧାମୋହନ ଗଡନାୟକ ଏକ ବିଶେଷ ଅଂଶ ସମ୍ପୂର୍ଣ୍ଣ କରିପାରିଥିଲେ ।
୧୯୧୧ ମସିହାରେ ଅନୁଗୁଳ ସହରରେ ସେ ଜନ୍ମ ଗ୍ରହଣ…