Latest Odisha News

BREAKING NEWS

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଆଉ ଜଣେ ବିଜେଡି ବିଧାୟକ ତଥା ମନ୍ତ୍ରୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ନିର୍ବାଚନରେ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସର…

ୟେମେନ୍‌ରେ ସାଉଦୀର ଏୟାର ଷ୍ଟ୍ରାଇକ୍‌, ୩୧ ମୃତ

ରିୟାଦ: ୟେମେନ୍‌ରେ ସାଉଦୀ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି । ଶନିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦୀ ଆରବ ହୁତୀ ବିଦ୍ରୋହୀଙ୍କ ଶିବିର ଉପରେ ବୋମା ବର୍ଷଣ କରିଛି । ସାଉଦୀ ନିଜ ଲଡୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି…

ବ୍ୟାଙ୍କ ଦଖଲକୁ ଗଲା ମୈଥାନ ଇସ୍ପାତ କାରଖାନା

ଯାଜପୁର: ଯାଜପୁର କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ କାରଖାନା ବ୍ୟାଙ୍କ ଦଖଲକୁ ଯାଇଛି । ଋଣ କିସ୍ତି ପରିଶୋଧ ନ କରିବାରୁ ମୈଥାନ ଇସ୍ପାତ କାରଖାନା ବିରୋଧରେ ବ୍ୟାଙ୍କ ଆଇନଗତ ପଦକ୍ଷେପ ନେଇଛି । ଯାହାକି ଏବେ ମାଲିକାନା ପରିବର୍ତନ ପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ୭ଦିନ ଭିତରେ ଏହାର…

ଛାତ୍ରଙ୍କ ଉପରେ ପୋଲିସର ବର୍ବରତା; ଜାମିଆ ହିଂସା ବେଳର ଭିଡିଓ ହେଲା ରିଲିଜ୍

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆରେ ୧୫ ଡିସେମ୍ବରରେ ହୋଇଥିବା ହିଂସା ସମ୍ବନ୍ଧିତ ଏକ ଭିଡିଓ ସାମନାକୁ ଆସିଛି । ଜାମିଆ ସମନ୍ୱୟ କମିଟି ଏହି ଭିଡିଓ ଜାରି କରିଛି । ଯେଉଁଥିରେ ସୁରକ୍ଷାବଳ ଲାଇବ୍ରେରୀରେ ଉପସ୍ଥିତ ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବା ନଜର ଆସିଛି । Exclusive…

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ…

ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ

ବେଜିଂ: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଏପର୍ଯ୍ୟନ୍ତ ୧୬୬୫ଜଣଙ୍କ ଜୀବନ ନେଇସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ସଂକଟ ମଧ୍ୟ ଘୋଷଣା କରିସାରିଛି । ଏହି ଭାଇରସକୁ ମୂଳପୋଛ କରିବା ପାଇଁ ବିଭିନ୍ନ ଦେଶର…

ବଡ ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ ପୋଲିସ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚରା…

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ପୁରୀ: ଭିଜିଲାନ୍ସ ମାଲରେ ପୋଲିସ ବାବୁ । ଲାଂଚ ନେଇ ଧରାପଡିଲେ ପୁରୀ ଟାଉନ ଥାନା ଏଏସ୍‌ଆଇ ବିରଂଚି ରାଉଳ । ସେ ଶନିବାର ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏକ ମାମଲାରେ ଚାର୍ଜସିଟ୍‌ରୁ ନାଁ ହଟାଇବା ପାଇଁ ବିଜୟ କୁମାର ଖୁଂଟିଆ ନାମକ ଜଣେ…

୨୮ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ସେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ…

ବ୍ୟାକ୍ ଫ୍ଲିପ୍ ମାରିଲେ ଦିଶା ପଟାନି, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ନିଜ ଫିଲ୍ମ ସହ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତିଦିନ ନିଜର କିଛି ନା କିଛି ଭିଡିଓ ଇଂଷ୍ଟାଗ୍ରାମରେ ସେୟାର କରିଥାନ୍ତି । ତାଙ୍କର ଏବେ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନେତା…