Latest Odisha News

BREAKING NEWS

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ଜାପାନରୁ ଫେରିଲା ୨ ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଜାପାନ ଟୋକିଓ ସହରରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଯୁବକଙ୍କର ମରଶରୀର ରବିବାର ଦିନ କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍…

ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ୧୦ କୋଟି ଟଙ୍କା ଦେବ

ପାଟନା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଅର୍ଥର ସୁଅ ଛୁଟିବାରେ ଲାଗିଲାଣି । ପାଟନାର ମହାବୀର ମନ୍ଦିର ଏଥିପାଇଁ ୧୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଟଙ୍କା ଚେକ୍ ଦେବାକୁ ଯାଉଛି ବୋଲି ମନ୍ଦିର ଟ୍ରଷ୍ଟର ସଚିବ…

କରୋନା ଭାଇରସ ଆତଙ୍କ; ପାରାଦୀପ ବନ୍ଦରରେ ହାଇଆଲର୍ଟ ଜାରି

ପାରାଦୀପ: କରୋନା ଭାଇରସ ଦିନକୁ ଦିନ ମହାମାରୀର ରୂପ ଧାରଣ କରୁଥିବାବେଳେ ଏହାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ଭାରତର ୨ୟ ବୃହତ୍ତମ ଆନ୍ତର୍ଜାତିକ ବନ୍ଦର ପାରାଦୀପ ରେ ଏବେ ହାଇ ଆଲାର୍ଟ ଜାରି କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, କରୋନା ଭାଇରସ…

ଶାହାରୁଖଙ୍କ ପୁତ୍ର ଅବରାମଙ୍କୁ ବ୍ଲାକବେଲ୍ଟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଅବରାମ ଟାଏକାଣ୍ଡୋରେ ବ୍ଲାକ ବେଲ୍ଟ ପାଇଛନ୍ତି । ଦୀର୍ଘ ଦିନ ଧରି ସେ କଠିନ ପରିଶ୍ରମ କରି ମାର୍ଶିଆଲ ଆର୍ଟ ଶିକ୍ଷା କରୁଥିଲେ । ଦୀର୍ଘଦିନ ପରେ ଶାହାରୁଖ ତାଙ୍କ ପୁଅ ସହ ସୋସିଆଲ ନେଟୱିର୍କିଂ ସାଇଟରେ ଫଟୋ ଶେୟାର କରିଛନ୍ତି ।…

ବରଯାତ୍ରୀ ବସରେ ବିଦ୍ୟୁତ ତାର ଲାଗିବା ଘଟଣା; ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବରଯାତ୍ରୀ ବସରେ ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟିମ୍ ଇଣ୍ଡିଆ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ…

ଏହିସବୁ ନୂଆ ଫିଚର୍ସ ସହ ଆସୁଛି ଗୁଗୁଲ ମ୍ୟାପ !

ଭୁବନେଶ୍ୱର: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରେ ଗୁଗୁଲ ମ୍ୟାପ୍ । ଏହା ମଧ୍ୟରେ ଏହି ଗୁଗଲ ମ୍ୟାପ ଲଂଚିଙ୍ଗକୁ ୧୫ ବର୍ଷ ପୁରିଛି ।ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ନୂଆ ଫିଚର ଲଞ୍ଚ କରିଛି । ୟୁଜରଙ୍କୁ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା…

କରୋନା ଭାଇରସ: ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଛି ପ୍ରଭାବ, ଟୁର ଅପରେଟର୍ସଙ୍କୁ ୫୦ କୋଟି ଟଙ୍କା ଘାଟା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଭାରତ ର ଟୁର ଅପରେଟର୍ସ ଙ୍କୁ ୫୦ କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଉଛି । ଯଦି ଏହି ସଂକ୍ରମଣ କୁ ଜଲ୍ଦି କାବୁ କରାନଯାଏ ତାହାଲେ ଏହି କ୍ଷତି ବହୁ ଗୁଣା ହୋଇପାରେ । ଚୀନ ଓ ବିଶ୍ୱର ଅନ୍ୟ ସ୍ଥାନ ମାନଙ୍କୁ ଟ୍ରିପ ବାତିଲ ହେଲାପରେ ଟୁର ଅପରେଟର୍ସ…

ବରଯାତ୍ରୀ ବସରେ ବିଦ୍ୟୁତ ତାର ଲାଗି ୯ ମୃତ

ବ୍ରହ୍ମପୁର: ବରଯାତ୍ରୀ ବସ୍ ରେ ଲାଗିଲା ନିଆଁ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ। ଏହିଭଳି ଏକ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରୁ । ଗଞ୍ଜାମ ଏସପି ଦେଇଥିବା ସୁଚନା ଅନୁସାରେ ଏହି ଘଟଣାରେ ଏପର୍ଯ୍ୟନ୍ତ ୯…