Latest Odisha News

BREAKING NEWS

କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତିି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ !

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏସ.ଏସ. ଭାସନଙ୍କ ନେତୃତ୍ୱରେ ଏକ ଟିମ୍ କରୋନା ଭାଇରସର ଟିକା ତିଆରି କରୁଛନ୍ତି । ଏହାର ପରୀକ୍ଷଣ ଅଷ୍ଟ୍ରେଲିଆର ପଶୁ ସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଚ୍ଚ ସୁରକ୍ଷାବଳୟ ଭିତରେ ଚାଲିଛି । ଉହାନରୁ ଆସିଥିବା ଘାତକ କରୋନା ଭାଇରସ ମହାମାରୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ; ୭ ଆହତ

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ଏକ ବୋଲେରୋ ରାସ୍ତା କଡରେ ଛିଡା ହୋଇଥିବା ଅନ୍ୟଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍ । ପ୍ରାପ୍ତ…

ଚକଲେଟ ଡେ’: ଏହିପରି ନିଜ ପାର୍ଟନରଙ୍କୁ କରନ୍ତୁ ଇମ୍ପ୍ରେସ

ଭୁବନେଶ୍ୱର: ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି । ଭାଲେଣ୍ଟାଇନ୍ ୱିକ୍ କୁ ନେଇ ପ୍ରେମୀଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଗତକାଲି ପ୍ରପୋଜ ଡେ' ରେ ନିଜ ମନର ମଣିଷକୁ…

ଜଲିଉଡ୍ ଚନ୍ଦନ ଆୱାର୍ଡ଼: ବାସନ୍ତୀ, ସାଗରିକା ପାଇବେ ଶ୍ରେଷ୍ଠ ନାୟିକା ଓ ଚରିତ୍ର ଅଭିନେତ୍ରୀ ସମ୍ମାନ

ଭୁବନେଶ୍ୱର: ଗୋଟେ ପଟେ ଖଣ୍ଡଗିିରୀରେ ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ, ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା, ୩୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଛି । ଏହାବ୍ୟତିତ ୩୭,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା…

କରୋନା ଭାଇରସ: ଶସ୍ତା ବ୍ଲୁଟୁଥ ସ୍ପିକର, ଟେଡି ବିୟର ହେଲା ମହଙ୍ଗା !

ନୂଆଦିଲ୍ଲୀ: ସ୍ମାର୍ଟୱାଚ, ବ୍ଲୁଟୁଥ ସ୍ପିକର, ଟେଡି ବିୟର ଭଳି ଶସ୍ତା ଚୀନ ସାମଗ୍ରୀ କିଣିବା ପଡିପାରେ ମହଙ୍ଗା । କରୋନା ଭାଇରସ କାରଣରୁ ଚୀନର ଅନେକ କାରଖାନା ଗୁଡିକ ବନ୍ଦ କରି ଦିଆଯାଇଛି । ଯଦ୍ୱାରା ଭାରତ, ଚୀନରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ପ୍ରଭାବ ପଡିଛି । ଚୀନ ସମାଗ୍ରୀର ଦାମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୦୨-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୯ ରିଖ ରବିବାର ମକର ୨୬ ଦିନ ମାଘମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର…

କରୋନା ଭାଇରସ ସୂଚନା ଦେବା ଆଳରେ ବ୍ୟକ୍ତିଗତ ଡାଟା ଚୋରାଉଛନ୍ତି ହ୍ୟାକରସ !

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ବିଶ୍ୱରେ ବିପଦ ର କାରଣ ହୋଇଛି | ଏହା ମଧ୍ୟରେ ଏବେ ପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୂର୍ତ୍ୟୁବରଣ କରିଛନ୍ତି | ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ବହୁ ଦେଶକୁ ବ୍ୟାପିସାରିଲାଣି | ଏଥିରୁ ମୁକ୍ତି ପାଇଁ ଲୋକମାନେ ଇଣ୍ଟରନେଟ ରୁ ବହୁପ୍ରକାର ଉପାୟ…

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ: ଲେନିନ-ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ ପାତ୍ରଙ୍କୁ ପରାସ୍ତ କରିଥିଲେ ।…

ଏଫଆଇଏଚ୍ ପ୍ରୋ ହକି ଲିଗ୍ ୨୦୨୦: ଶକ୍ତିଶାଳୀ ବେଲଜିୟମକୁ ୨-୧ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦେଶର ସ୍ପୋର୍ଟସ କ୍ୟାପିଟାଲସ୍ଥିତ କଳିଙ୍ଗ ହକି ଷ୍ଟାଡ଼ିୟମ ପୁନର୍ବାର ଚଳଚଞ୍ଚଳ ହୋଇ ଉଡ଼ିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ଭାରତ ଓ ବେଲଜିୟ ମଧ୍ୟରେ ଏଫଆଇଏଚ୍ ପ୍ରୋ ହକି ଲିଗ୍ ମ୍ୟାଚ୍ । ସ୍ଥାନୀୟ ଦର୍ଶକଙ୍କ ଉତ୍ସାହରେ ଭାରତୀୟ ହକି ଦଳ ବିଶ୍ୱହକିର ନମ୍ବର ୧ ର‌୍ୟାଙ୍କ ଦଳ…