ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ
ନୂଆଦିଲ୍ଲୀ:କରୋନା ଭାଇରସ ପ୍ରଭାବ ଅଣାୟତ ହେବାରୁ ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ କରାଯାଇଛି । ଅଧିନାୟିକା ରାନୀ ରାମପଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ଅଧିକାଂଶ ଟିମ୍ ପ୍ରୋ ଲିଗ୍ରେ ବ୍ୟସ୍ତ ଅଛନ୍ତି ।
ଆର୍ଜେଂଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ,…