Latest Odisha News

BREAKING NEWS

ରାଜ୍ୟରେ ସ୍ୱାଇନ ଫ୍ଲୁ: ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଶ୍ୱରେ କରୋନା ଭାଇରସ ଦିନକୁ ଦିନ ମାରାତ୍ମକ ହେଉଥିବା ବେଳେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଗୁରୁବାର ଦିନ ୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଚିହ୍ନଟ ୩ ରୋଗୀଙ୍କ ସହ ସ୍ୱାଇନ…

କରୋନା: ଜୀବନ ହାରିଲେ ପ୍ରଥମେ ଭୂତାଣୁ ଚିହ୍ନଟ କରିଥିବା ଡାକ୍ତର

ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର…

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା। ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ। ଓଷା ନିୟମ: ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ: ପ୍ରଦର୍ଶିତ ହେବ ୧୭ ଦେଶର ୪୮ ଚଳଚ୍ଚିତ୍ର

ଭୁବନେଶ୍ବର: ଇଡ୍‌କଲ ପ୍ରେକ୍ଷାଳୟରେ ଫେବୃଆରୀ ୮ ଓ ୯ ତାରିଖରେ ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟାରେ…

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ' ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା। ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା…

ବଜାରକୁ ଆସୁଛି ନୂଆ ରେଡମୀ ୯ଏ, ରେଡମୀ ୯; ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ । କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।…

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ…

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଯୋରନ୍ଦା ମେଳା…

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଏହି ଅବସରରେ ବିଶ୍ୱର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ସାଧୁମାନେ ଘୃତାହୁତି ପ୍ରଦାନ କରନ୍ତି ।…

ଅଣାୟତ୍ତ କରୋନା ଭାଇରସ: ୬୩୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ ଛୁଇଁଲାଣି । ଏଥିରେ ୨ ଜଣ ଡାକ୍ତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଗୁରୁବାର ଜଣେ ଡାକ୍ତର ସ୍ନାଗ ୟିଙ୍ଗଜୀ (୨୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୨-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୭ ରିଖ ଶୁକ୍ରବାର ମକର ୨୪ ଦିନ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:…