Latest Odisha News

BREAKING NEWS

ପରିବର୍ତ୍ତନ ହେଲା ସରକାରୀ ବ୍ୟାଙ୍କ ସମୟ: ଜାଣନ୍ତୁ, କେତେ ସମୟ ଯାଏଁ କରିପାରିବେ ବ୍ୟାଙ୍କ କାର୍ଯ୍ୟ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ନିଜ କର୍ଯ୍ୟ ସମୟ ରେ ପରିବର୍ତ୍ତନ କରିବ । ଯଦି ଆପଣ ବ୍ୟାଙ୍କ ରେ ଟଙ୍କା ଉଠାଉଥାନ୍ତି ବା ଯମା କରୁଥାନ୍ତି ତାହାଲେ ଏ ଖବର ବେଶ ମହତ୍ତ୍ୱପୂର୍ଣ ଅଟେ। ଏବେ ସରକାରୀ ବ୍ୟାଙ୍କ ଗ୍ରାହକ ପାଇଁ ବ୍ୟାଙ୍କ ଖୋଲା ଓ ବନ୍ଦ ସମୟ ସମ୍ପର୍କିତ ନିର୍ଦ୍ଦେଶନାମା ଜାରୀ…

ବିଶ୍ୱ ସ୍ତରୀୟ ରେକର୍ଡ ସୃଷ୍ଟି କଲା ଅଜୟ ଦେବଗନଙ୍କ ‘ତାନାଜୀ’

ନୂଆଦିଲ୍ଲୀ: ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସର ୪ର୍ଥ ସପ୍ତାହରେ ଧମାଲ କରୁଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ଅନୁସାରେ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଆୟ କରି ‘ତାନାଜୀ’ ବଲିଉଡର ଚତୁର୍ଥ ବଡ ଫିଲ୍ମ ହୋଇପାରିଛି । ବକ୍ସ…

ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ: ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ହେବ କୋଶ୍ଚିନ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । ରାଜ୍ୟର ଷଷ୍ଠରୁ ଦଶମ ଶ୍ରେୀ ପିଲାଙ୍କ ଲାଗି ଗଣଶିକ୍ଷା ବିଭାଗ କରିବ କୋଶ୍ଚିନ ବ୍ୟାଙ୍କ । ଏପରିକି ଓଡ଼ିଆ ଭାଷା ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ହେବ…

ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଭୁବନେଶ୍ୱର: ବାବ୍ରି ମସ୍‌ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ…

ପାଣି ପାଇପରୁ ବାହାରୁଛି ମଦ !

ତ୍ରିସୁର : କେରଳର ତ୍ରିସୁର ଜିଲାରେ ଏକ ମଜାଦାର ଘଟଣା ଘଟିଛି । ଏଠାକାର ଚଲାକୁଡି ଅଂଚଳର ଏକ ଆପାର୍ଟମେଂଟରେ ଦିନେ ସକାଳୁ ପାଣି ପାଇପରୁ ମଦ ବାହାରିଥିଲା । ସୋସାଇଟରେ ଏ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହେଇଗଲା । ସ୍ଥାନୀୟ ନଗର ନିଗମକୁ ଏ ନେଇ ଯୋଗାଯୋଗ କରାଗଲା । ପରେ ଅବକାରୀ…

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ…

ଚୀନର ଉହାନରୁ ଆସିଥିବା ସମସ୍ତ ଭାରତୀୟଙ୍କ କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ…

ନିର୍ଭୟା ମାମଲା: ଦେଶରେ ପୂର୍ବରୁ ବି ହୋଇସାରିଛି ଏକକାଳୀନ ୪ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ । ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଦୋଷୀଙ୍କୁ ତତ୍କାଳ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ବାଂଲାଦେଶ ଫାଇନାଲ

ପୋଚେଫ୍ରୁଷ୍ଟ୍ରୁମ: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ପାକିସ୍ତାନ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତକୁ ବାଂଲାଦେଶ ଭେଟିବ । ୯…

ଶତକ ହାସଲ କରିବା ପରେ ଟେଲର କାହିଁକି ଜିଭ କାଢ଼ନ୍ତି ଆସନ୍ତୁ ଜାଣିବା

ହାମିଲଟନ: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଶତକ ହାସଲ ପରେ ଖୁସି ମନାଇବା ଢ଼ଙ୍ଗ ଟିକେ ନିଆରା । ଅନ୍ୟମାନଙ୍କ ପରି ସେ ବ୍ୟାଟ ଟେକିଥିଲେ ମଧ୍ୟ ଜିଭ କାଢ଼ିବା ଭୁଲି ନ ଥାନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ଘଟଣା ପିଲାବେଳୁ ମୋ ସହିତ ଜଡିତ ।…