Latest Odisha News

BREAKING NEWS

ଶସ୍ତା ହେଲା ସୁନା: ୩ ଦିନରେ କମିଲା ୭୦୦ ଟଙ୍କା !

ନୂଆଦିଲ୍ଲୀ: ଚାହିଦା କମିବା ଯୋଗୁଁ ଲଗାଦାର ଭାବରେ ସୁନାଦର ମଧ୍ୟ ହ୍ରାସ ହେବାରେ ଲାଗିଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋ ପିଛା ୧୭୯ ଟଙ୍କା ହ୍ରାସ ଘଟିଛି। ବିଶେଷଜ୍ଞଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ…

ସୂର୍ଯ୍ୟ ନମସ୍କାର କରି ପିଠି ଟାଣ କରିଦେବି: ମୋଦୀ

ନୂଆଦିଲ୍ଲୀ: ବହୁ ଦିନର ନିରବତା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ମୋଦୀ-ରାହୁଲ । ଆଜି ବଜଟେ ଅଧିବେଶନ ଚାଲିଥିବା ବେଳେ ସଂସଦରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା । ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ…

କରୋନା ଭାଇରସ୍ ଆତଙ୍କ: ଏସସିବି ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

କଟକ/ଭୁବନେଶ୍ୱର: ଘାତକ ସାବ୍ୟସ୍ତ ହୋଇଥିବା କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ଲାଗି ଓଡ଼ିଶା ସରକାର କିପରି ପଦକ୍ଷେପମାନେ ଗ୍ରହଣ କରିଛନ୍ତି ଏନେଇ ନୂଆଦିଲ୍ଲୀରୁ ଏକ ତିନିଜଣିଆ ପ୍ରତିନିଧି ଦଳ ଗୁରୁବାର ଦିନ ଓଡ଼ିଶାରେ ପହଞ୍ଚିଛନ୍ତି । ଚୀନରୁ ଓଡ଼ିଶା ଫେରୁଥିବା ଛାତ୍ରମାନଙ୍କ ଚିକିତ୍ସା ତଥା…

ବଲିଉଡ ବାଦଶାହା ଶାହାରୁଖଙ୍କ ସ୍ଥାନ ନେବେ ହ୍ୟାଣ୍ଡସମ କାର୍ତ୍ତିକ !

ମୁମ୍ବାଇ: ବଲିଉଡ ଦୁନିଆର ବାଦଶାହା ଶାହାରୁଖ ଖାନଙ୍କ ସ୍ଥାନ ନେବା ପାଇଁ ଯାଉଛନ୍ତି ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆରୟନ । ଖାଲି ସେତିକି ନୁହେଁ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ ଛୋଟେ ନବାବଙ୍କ କନ୍ୟା ସାରା ଅଲ୍ଲୀ ଖାନ । ଠିକ ଶୁଣିଲେ ଆଜ୍ଞା…

ମଣ୍ଡିରେ ଟୋକନ ଅବ୍ୟବସ୍ଥା; ରାସ୍ତାରେ ଧାନବସ୍ତା ରଖି ମାଲକାନଗିରି ଚାଷୀଙ୍କ ପ୍ରତିବାଦ

ମାଲକାନଗିରି: ଧାନ ଅମଳ କରିସାରିବା ପରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ଚିନ୍ତା ବଢ଼ାଉଛି ଟୋକନ ବ୍ୟବସ୍ଥା । ମଣ୍ଡିରେ ପଡି ରହୁଛି ଶହ ଶହ ଧାନ ବସ୍ତା । ସରକାରଙ୍କୁ ଜଣାଇବା ପାଇଁ ଚାଷୀ ବିଭିନ୍ନ ମାଧ୍ୟମରେ ପ୍ରତିବାଦ ଜଣାଉଛନ୍ତି । ଆଜି ମାଲକାନଗିରି ଜିଲ୍ଲା କୋରକୋଣ୍ଡାରେ…

ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ: ଜଣେ ଯବାନ ଗୁରୁତର ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଲାଲ ବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଗୁରୁବାର ଦିନ ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ…

କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଛି । ଏଥିସହ କୋହଲି ଲଗାତାର ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩୯ ପ୍ରତିଶତ ବୃଦ୍ଧି ପାଇଛି । ମହେନ୍ଦ୍ର ସିଂ ଧୋନୀ,…

ଅବତରଣ ବେଳେ ରନୱେରୁ ଖସି ୩ଖଣ୍ଡ ହେଲା ଇସ୍ତାନବୁଲ ବିମାନ; ୩ ମୃତ

ଇସ୍ତାନବୁଲ: ଇସ୍ତାନବୁଲ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ।।ଗ ଖରାପ ଥିବା ଯୋଗୁଁ ଅବତରଣ କଲାବେଳେ ରନୱେରେ ଖସିଯାଇଥିଲା । ଏହାପରେ ବିମାନରେ ନିଆଁ ଲାଗି ତିନି ଖଣ୍ଡ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୯ ଜଣ ଆହତ ହୋଇଛନ୍ତି । ତୁର୍କୀର…

ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ କେତେବେଳେ ଉଠିବ ମହାଦୀପ ଜାଣନ୍ତୁ…

ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ପଡୁଛି ମହାଶିବରାତ୍ରି। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ନିର୍ଘଣ୍ଟ ସ୍ଥିର ହୋଇଛି । ବୁଧବାର ଦିନ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଓ ଖୋର୍ଦ୍ଧା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପତ୍ନୀଙ୍କ ଶର୍ଟ ବଟନ ଲଗାଉଥିବା ଧୋନୀଙ୍କ ଫଟୋ ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସ୍ନେହ ଏବେ ପୁନର୍ବାର ଚର୍ଚ୍ଚାର କାରଣ ପାଲଟିଛି । ବନ୍ଧୁ ଓ ପରିବାରବର୍ଗଙ୍କ ସହ ଧୋନୀ ଏବେ ଛୁଟି କାଟୁଛନ୍ତି । କାହ୍ନା ନ୍ୟାଶନାଲ ପାର୍କରେ ସେମାନେ ବୁଲୁଥିବା ବେଳେ ଧୋନୀ ପତ୍ନୀ ସାକ୍ଷୀଙ୍କ…