Latest Odisha News

BREAKING NEWS

ବିଶ୍ୱ କର୍କଟ ଦିବସ: ଜାଣନ୍ତୁ ଶିଶୁଙ୍କ ଠାରେ କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଶ୍ୱରେ କ୍ୟାନସର ମାମଲାରେ ଭାରତର ସ୍ଥାନ ତୃତୀୟ । ଚୀନ ଓ ଆମେରିକା ପରେ ଭାରତରେ ସର୍ବାଧିକ କ୍ୟାନସର ମାମଲା ଦେଖିବାକୁ ମିଳେ । ସାରା ବିଶ୍ୱରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି କ୍ୟାନସର । ଏଥିରୁ ୭୦% ମୃତ୍ୟୁ ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶରେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ, ଯଶସ୍ୱୀ ଜୟସୱାଲଙ୍କ ବିସ୍ଫୋରକ ଶତକ : ଫାଇନାଲରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲାରେ ଭାରତ ଯଶସ୍ୱୀ ଜୟସୱାଲ(୧୦୫) ଓ ଦିବ୍ୟାଂଶ ସକ୍ସେନା(୫୯)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ୧୦ ଉଇକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ୧୭୩ ରନର…

ଆଇଓସିଏଲରେ ଚାକିରୀ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ)ରେ ଚାକିରୀ ପାଇବା ଆଶାରେ ଠକାମିର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ବ୍ୟକ୍ତି । ତାଙ୍କ ଠାରୁ ୧୦ଲକ୍ଷ ୩୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ବ୍ୟକ୍ତି ଜଣକ ହେଉଛନ୍ତି ଖଣ୍ଡଗିରି ଜଗମୋହନ ନଗରର ସାଗର କୁମାର ପାଢ଼ୀ । ସେ…

‘ଓଡ଼ିଶା ମୋ ପରିବାର’ ଦ୍ୱାରା ଉଦ୍ଧାର ହେଲେ ଦୁବାଇରେ ଫସିରହିଥିବା ୪ ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିରହିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ତରଫରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର୍ ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ…

ଶିକାରା ଫିଲ୍ମ ରିଲିଜ ରୋକିବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ବିସ୍ଥାପିତ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଶିକାରା ଏବେ ଅସୁବିଧାର ସମ୍ମୁଖୀନ ହୋଇଛି । ଫିଲ୍ମ ରିଲିଜ ହେବାକୁ ଆଉ ୩ ଦିନ ବାକିଥିବା ବେଳେ ଜମ୍ମୁ-କଶ୍ମୀର କୋର୍ଟରେ ଏହା ଉପରେ କଟକଣା ଲଗାଇବା ନେଇ ଆବେଦନ କରାଯାଇଛି । ମାଜିଦ ହାଇଦର,…

ତାଜମହଲକୁ ମଧ୍ୟ ବିକ୍ରି କରିଦେବ ବିଜେପି: ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ…

କରୋନା ଆତଙ୍କ: ଜାହାଜରେ ଫସି ରହିଲେ ୩୭୦୦ ଯାତ୍ରୀ

ୟୋକୋହାମା : ଜାପାନରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏକ ଜାହାଜରେ ଥିବା ୩ହଜାର ୭୧୧ ଯାତ୍ରୀଙ୍କୁ ଅଲଗ।। ରଖିବାର ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ, ୟୋକୋହାମାରେ ସୋମବାର ଦିନ ପହଂଚିଥିବା ଏକ ଜାହାଜରେ ୮ଜଣଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା । ଏହାପରେ ୟୋକୋହାମା କୂଳରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର‌୍ୟାପର୍ ବାଦଶାହ

ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର‌୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍‌ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି…

୩୭୦ ହଟିବା ପରେ ଆତଙ୍କବାଦୀ ସଂଗଠନଠାରୁ ଦୂରେଇ ରହୁଛନ୍ତି ଯୁବପିଢ଼ୀ

ନୂଆଦିଲ୍ଲୀ: ଭାରତ ସରକାର ୩୭୦ ଧାରା ହଟାଇବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଏବେ ଦେଖିବାକୁ ମିଳୁଛି । ସୁରକ୍ଷା ଏଜେନ୍ସିର ଏକ ଆଭ୍ୟନ୍ତରୀଣ ତଥ୍ୟ ଅନୁସାରେ ୨୬ ଜାନୁୟାରୀ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ କେବଳ ୨୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ସେହିପରି ୧…

ସଚେତନତା ଓ ଜୀବନଶୈଳୀରେ ପରିବର୍ତନ ଦ୍ୱାରା କ୍ୟାନସରକୁ ରୋକାଯାଇପାରିବ !

ଭୁବନେଶ୍ୱର: ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇ ପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ । ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ । ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…