ଭୁବନେଶ୍ୱରରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍
ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଜେଡି ସେଣ୍ଟର ଅଫ୍ ଆର୍ଟ ମିଳିତ ଭାବେ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୭ରୁ ୯ ତାରିଖ ଯାଏଁ ୧୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆୟୋଜିତ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମହୋତ୍ସବକୁ ଉଦଘାଟନ କରିବେ, ଯେଉଁଥିରେ…