Latest Odisha News

BREAKING NEWS

ବିଶ୍ୱ କର୍କଟ ଦିବସ: ପ୍ରତିବର୍ଷ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି ବହୁଲୋକ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ସାରା ଦେଶରେ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହାକୁ ପାଳନ କରାଯାଉଥିବା ବେଳେ ଚଳିତଥର ଏହାର ଥିମ୍ ରହିଛି ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍‌’ । ଏହାବ୍ୟତିତ ଅନେକ…

‘କରୋନା ଭାଇରସ୍‌’: ଚୀନରେ ୪୨୫ ମୃତ, ରାଜ୍ୟ ବିପତ୍ତି ଘୋଷଣା କଲା କେରଳ

ବେଜିଂ/ଥିରୁବନ୍ତପୁରମ୍‌: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1224484919625187328?s=08…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୪-୨-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୪ ରିଖ ମଙ୍ଗଳବାର ମକର ୨୧ ଦିନ ମାଘମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-:…

ଆଜି ବିଶ୍ୱ କର୍କଟ ଦିବସ; ଅଣଦେଖା କରନ୍ତୁନି ଏସବୁ ଲକ୍ଷଣ

ପ୍ରତିବର୍ଷ ୪ ଫେବୃଆରୀକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ପ୍ରତିବର୍ଷ ପାଳନ କରାଯାଇଥାଏ । କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ, ଭାରତରେ ବର୍ଷ ୨୦୧୭ରୁ ୨୦୧୮ ମଧ୍ୟରେ…

ଆଜି ପୁରୀରେ ବସ ଚଳାଚଳ ବନ୍ଦ; ଜାଣନ୍ତୁ କାହିଁକି

ପୁରୀ: ପୁରୀରେ ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ଲାଗି ଏଠାରେ ବସ ଚଳାଚଳ ବନ୍ଦ ରହିବ। ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍ ହେବେ ବୋଲି ଶ୍ରୀ ନୀଳଗିରି ମୋଟର୍ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ…

୧୨ ଘଣ୍ଟିଆ ବନ୍ଦ ଡ଼ାକରା: ପୁରୀରେ ମଙ୍ଗଳବାର ଦିନ ବନ୍ଦ ରହିବ ଘରୋଇ ବସ ସେବା

ପୁରୀ: ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଯୋଗୁଁ ପୁରୀରେ ଆସନ୍ତା କାଲି ଘରୋଇ ବସ ଚଳାଚଳ ବନ୍ଦ ରହିବ । ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ପୁରୀରେ ବସ ଚଳାଚଳ ସେବା ବନ୍ଦ ରହିବ ବୋଲି ଜଣାପଡ଼ିଛି । ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍…

ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ କରି ବିରିୟାନୀ ଖାଇବ ବୋଲି କହିଥିଲା ଷ୍ଟ୍ରିଥାମ୍ ଆତଙ୍କବାଦୀ

ବେଲମାର୍ଶ: ଇଂଲଣ୍ଡନର ଷ୍ଟ୍ରିଥାମରେ ଛୁରା କାଣ୍ଡ ଘଟାଇଥିବା ଆତଙ୍କବାଦୀର ନାମ ଜଣାପଡିଛି । ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଏହି ଆତଙ୍କବାଦୀର ନାମ ହେଲା ସୁଦେଶ ଆମାନ । ୨୦ ବର୍ଷୀୟ ଏହି ଯୁବକ ବିଷୟରେ ତା’ର ମାଆ ଟିଭିରେ ଜାଣିବା ପରେ ପୋଲିସ ନିକଟରେ ହାଜର ହୋଇଛନ୍ତି । ୪୧ ବର୍ଷୀୟ…

ଆସନ୍ତାକାଲିଠୁ ଏସସିବି ପରିସରରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ : ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ପାଇଁ ଆସନ୍ତାକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । କଟକ ଜିଲ୍ଲା ପ୍ରଶାସନ କାଲିଠାରୁ ଏସସିବି ମେଡିକାଲ ଚାରିପଟୁ ଉଚ୍ଛେଦ ପ୍ରକ୍ର୍ରିୟା ଆରମ୍ଭ କରିବେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି କି, “ପ୍ରଥମ…

ଚିଲିକା ଡଙ୍ଗା ବୁଡ଼ି ଘଟଣା: ବୋଟ୍ ମାଲିକଙ୍କ ସମେତ ୪ ଗିରଫ

ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାର ଦିନକ ପରେ ସୋମବାର ଦିନ ବୋଟ୍ ମାଲିକଙ୍କ ସମେତ ୪ ଜଣଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଚିଲିକା ତହସିଲଦାର ଏବଂ ଚିଲିକା ଫିସରିଜ୍ ଅଫିସରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଶୋକ କୁମାର ଜାଲି,…

ସିଆଚିନରେ ସୈନିକଙ୍କୁ ଆବଶ୍ୟକତା ମୁତାବକ ଖାଦ୍ୟ, ପୋଷାକ ମିଳୁନାହିଁ

ନୂଆଦିଲ୍ଲୀ : ସିଆଚିନ୍‌, ଲଦ୍ଦାଖ ଓ ଡୋକଲାମ ପରି ଶିଖର ଅଂଚଳରେ ଭାରତୀୟ ସୈନିକଙ୍କୁ ଉପଯୁକ୍ତ ଖାଦ୍ୟ ଓ ପୋଷାକ ମିଳୁ ନାହିଁ ବୋଲି ସିଏଜି ରିପୋର୍ଟ ଦର୍ଶାଯାଇଛି । ୨୦୧୭-୧୮ର ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବା ପରେ ରାଜନୀତି ଓ ଆଲୋଚନା ଆରମ୍ଭ ହୋଇଛି । ଉଚ୍ଚତମ ଅଂଚଳରେ ସୁସ୍ଥ…