Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପତ୍ର ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ରହିଥାଏ । ମାଳତୀ ଫୁଲ, ମୁକ୍ତାଫୁଲ ଓ ପଦ୍ମକୁ ଛାଡ଼ି ତୁଳସୀ ଶୁଷ୍କ ହେଲେ ସୁଦ୍ଧା ମହାପ୍ରଭୁଙ୍କଠାରେ ଅର୍ପଣ…

ଭୟଙ୍କର ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁଛି । ଏଥିସହିତ ୧୭,୨୦୫ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା…

ବିଜେଡି ବିଧାୟକ ବ୍ୟୋମକେଶଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର: ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନିଳିମା ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଗତକାଲି ଦେହାନ୍ତ ଘଟିିଛି । ପ୍ରାପ୍ତ ସୂଚନାନୁଯାୟୀ ଘରୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ତାଙ୍କର ଏକ ସର୍ଜରୀ କରାଯାଇଥିଲା ।…

ବିଏସଏନଏଲର ନୂଆ ପ୍ଲାନରେ ପ୍ରତିଦିନ ମିଳିବ ୫ ଜିବି ଡାଟା; ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଗ୍ରାହକମାନଙ୍କ ଲାଗି ଆଣିବାକୁ ଯାଉଛି ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୫ ଜିବି ଯାଏଁ ଡାଟା। ଜାଣନ୍ତୁ, ଏହି ନୂତନ ପ୍ଲାନ୍ ସମ୍ପର୍କରେ... ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୫୯୮ ଟଙ୍କାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୩-୨-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୩ ରିଖ ସୋମବାର ମକର ୨୦ ଦିନ ମାଘମାସ ଶୁକ୍ଳ ପକ୍ଷ ନବମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-:ବିଛା…

ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ଫେବୃୟାରୀ ୬ରେ ହୋଇପାରେ

ବାଙ୍ଗାଲୋର : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଫେବୃୟାରୀ ୬ରେ ହେବ ବୋଲି ଜଣାଯାଇଛି । ଏଥିରେ ୧୩ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏ ନେଇ ସିଧାସଳଖ କିଛି କହି ନ ଥିଲେ ମଧ୍ୟ ଉପନିର୍ବାଚନ…

ବନ୍ଧୁ ମିଳନରେ ପୁରୁଣା ସ୍ମୃତିକୁ ରୋମନ୍ଥନ କଲେ ୧୯୮୩ ବ୍ୟାଚର ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ NMMMUB, ମୁକ୍ତାପୁର ୧୯୮୩ ବ୍ୟାଚର ବନ୍ଧୁମିଳନ ୨ ତାରିଖ ସ୍ଥାନିୟ ଶିଖରଚଣ୍ଡି ଭୁବନେଶ୍ୱରରେ ଅନୁଷ୍ଟିତ ହୋଇଯାଇଅଛି । ୩୫ ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଏହି ବନ୍ଧୁମିଳନରେ ଯୋଗ ଦେଇ ନିଜର ପୁରୁଣା ସୃତିକୁ ରୋମଛନ କରିଥିଲେ । ଦୀର୍ଘ…

ବିଲ୍ ନଦେଲେ କଟିବ ବିଜୁଳି: ସେସୁ, ନେସ୍କୋ ପରେ ୱେସ୍କୋର ଚେତାବନୀ

ଭୁବନେଶ୍ୱର: ଏଣିକି ବିଜୁଳି ବିଲ୍ ନଭରିଲେ ତ୍ରାହି ନାହିଁ । ସେସୁ, ନେସ୍କୋ ପରେ ୱେସ୍କୋ ଦେଇଛି ବିଜୁଳି କାଟ୍‌ର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଲ୍ ନଭରିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।…

ଲଣ୍ଡନର ଜନଗହଳି ସ୍ଥାନରେ ଆତଙ୍କବାଦୀର ଉନ୍ମକ୍ତ କାଣ୍ଡ: ପୋଲିସ ଗୁଳିରେ ମୃତ

ଲଣ୍ଡନ : ଲଣ୍ଡନର ଏକ ଜନଗହଳି ରାସ୍ତାରେ ଜଣେ ଆତଙ୍କବାଦୀ ଉନ୍ମକ୍ତ କାଣ୍ଡ ଘଟାଇଛି । ଦକ୍ଷିଣ ଲଣ୍ଡନ ଅଂଚଳରେ ଛୁରୀରେ ସେ କେତେ ଜଣ ବ୍ୟକ୍ତିଙ୍କୁ ରକ୍ତାକ୍ତ କରିବା ପରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ…

ଓଡିଶାରେ କରୋନା ଭୟ ! ଏସସିବିରେ ଭର୍ତ୍ତି ହେଲେ ମେଡିକାଲ ଛାତ୍ରୀ

କଟକ : କେରଳ ପରେ ଏବେ ଓଡିଶାରେ ବଢ଼ୁଛି କରୋନା ଆତଙ୍କ । କଟକର ଏସସିବି ମେଡିକାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ । ଓଡିଶାର ଜଣେ ମେଡିକାଲ ଛାତ୍ରୀ ଚୀନରୁ ଫେରିବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନରେ ଡାକ୍ତରୀ…