ମାଓ ଦମନ ଅଭିଯାନର ସମୀକ୍ଷା କଲେ ପୋଲିସ ଡିଜି
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମାଓ ଦମନ ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।
ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଭିମାନ ଅଂଚଳ ପରିଦର୍ଶନ କରିଛନ୍ତି । ଡିଜିପି ଅଭୟ ବଡପଦର, ଜାନବାଇ, ବଡପଡା, ଜନ୍ତାପାଇ, ଗୁରୁପ୍ରିୟା ସେତୁ ଓ…