Latest Odisha News

BREAKING NEWS

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି…

ଆୟକରରେ ରିହାତି, ଜାଣନ୍ତୁ ନୂଆ ଟିକସ ସ୍ଲାବ

ନୂଆଦିଲ୍ଲୀ: ବଜେଟ ୨୦୨୦-୨୧ରେ ଆୟକର ସ୍ଲାବରେ ବଡ ଧରଣ ରିହାତି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବକୁ ୪ଟି ସ୍ଲାବରେ ବିଭାଗ କରାଯାଇଛି । ୫ଲକ୍ଷ ଯାଏଁ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ରିହାତି ଘୋଷଣା କରିବା ସହ ସର୍ବାଧିକ ୩୦ପ୍ରତିଶତ ଟିକସ ପ୍ରସ୍ତାବ…

ରେଳ ବଜେଟ୍: ଷ୍ଟେସନ ଉନ୍ନତିକରଣ ଉପରେ ଦିଆଯିବ ଅଧିକ ଧ୍ୟାନ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନା କରୁଛନ୍ତି ଚଳିତ ଆର୍ଥିକ ବର୍ଷର ସଧାରଣ ବଜେଟ । ବିଭିନ୍ନ ବିଭାଗ ସହ ରେଳ ବିଭାଗ ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ରେଲୱ ପାଇଁ କରିଛନ୍ତି ଅନେକ ବଡ଼ ଘୋଷଣା । -ରେଲୱେରେ…

ଶିକ୍ଷାକ୍ଷେତ୍ରରେ ୯୯,୩୦୦ କୋଟିର ବଜେଟ୍‌; ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଦେଶର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଶିକ୍ଷାକ୍ଷେତ୍ର ପାଇଁ ସରକାର ଏଥର ୯୯,୩୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ କ’ଣ ସବୁ ନୀତି ଅଣାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।…

ବଜେଟର ଭାଷଣରେ କଶ୍ମୀର କବିତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କଶ୍ମୀରର ଏକ କବିତା ଗାଇଥିଲେ । ଏହି କବିତା ଏତେ ସୁନ୍ଦର ଥିଲା ଯେ, ସଂସଦ କରତାଳିରେ କମ୍ପି ଉଠିଥିଲା । ଏହି କବିତା ପଢ଼ିବା ପରେ ସେ ଏହାର ହିନ୍ଦୀ ଅର୍ଥ ମଧ୍ୟ ବୁଝାଇଥିଲେ । ଏଥିରେ ଉଲ୍ଲେଖ…

ବଜେଟ୍ ୨୦୨୦: ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ôଥକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ହେଉଛି ଦ୍ୱିତୀୟ ବଜେଟ୍ । ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ମତ୍ସ୍ୟ ପାଳନ ଠାରୁ ଆରମ୍ଭ କରି…

ସାଧାରଣ ବଜେଟ୍‌: ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । -ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି ଟଙ୍କାର…

ରାସ୍ତାରେ ଗାଈ ଛାଡୁଥିଲେ ସାବଧାନ; ଏବେ ଗଣିବାକୁ ପଡିବ ତଣ୍ଡ

ଭୁବନେଶ୍ୱର: ରାଜରାସ୍ତାରେ ଗାଈଗୋରୁ ଛାଡୁଥିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମାଲିକଙ୍କ ଉପରେ ଜୋରିମାନା ଲଗାଯାଇପାରେ । ପ୍ରାପ୍ତ ସୂଚନାନୁଯାୟୀ, ଏବେ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ଧରାଯାଇ କାଞ୍ଜିଆ ହୁଦାରେ ରଖାଯିବ । ପରେ ସେମାନଙ୍କୁ ନେବାକୁ ଆସୁଥିବା ମାଲିକଙ୍କ…

ଆଉ ଗୋଟିଏ ପାଦ ଦୂରରେ ୱିମ୍ବଲଡ଼ନ; କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଆ ଖେଳାଳି !

ଭୁବନେଶ୍ୱର: ବିଶ୍ୱର ସମସ୍ତ ଟେନିସ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ୱିମ୍ବଲଡ଼ନରେ ମ୍ୟାଚଟିଏ ଖେଳିବାକୁ । ଅନେକ ଖେଳାଳି ଟେନିସ ଶିଖିବା ସମୟରୁ ହିଁ ୱିମ୍ବଲଡ଼ନ ଖେଳିବାକୁ ଆଶା ପୋଷଣ କରିଥାଆନ୍ତି । ସେହିପରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଲହଡ଼ା ଗ୍ରାମର ଦେବାଶୀଷ ସାହୁ ମଧ୍ୟ ଦିନେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ…