ରାଜଧାନୀ ଏକ୍ସପ୍ରେସରେ ସିଟିଆଇଙ୍କ ମହତ କାର୍ଯ୍ୟ; ଯାତ୍ରୀଙ୍କୁ ଫେରାଇଲେ ଜ୍ୟାକେଟ ସହ ୯୨ ହଜାର ଟଙ୍କା !
ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ଜନୈକ ଯାତ୍ରୀ ଛାଡ଼ିଯାଇଥିବା ଏକ ଜ୍ୟାକେଟ୍ ଓ ସେଥିରେ ଥିବା ନଗଦ ୯୨ ହଜାର ଟଙ୍କା ଫେରିପାଇଛନ୍ତି । ଏତେ ପରିମାଣର ନଗଦ ଟଙ୍କା ଓ ଜ୍ୟାକଟଟିକୁ ଫେରାଇ ବହୁ ମହଲରେ ପ୍ରଶଂସିତ ହୋଇଛନ୍ତି ମୁଖ୍ୟ ଟିକେଟ ଇନିସପେକ୍ଟର (ସିଟିଆଇ) ଏସ କେ ବେହେରା ।…