ଏକାଠି ନଜର ଆସିବେ ହ୍ରିତିକ-ଦୀପିକା!
ମୁମ୍ବାଇ : ଖୁବ୍ଶୀଘ୍ର ଏକାଠି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଅପ୍କମିଂ ଫିଲ୍ମ ‘କ୍ରିଶ ୪’ରେ ଏ ଦୁହିଁଙ୍କ ଯୋଡିକୁ ଦର୍ଶକେ ଦେଖିବାକୁ ପାଇବେ । ପୂର୍ବରୁ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ର ଦୁଇଟି ପାର୍ଟରେ ପ୍ରିୟଙ୍କା…