Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ପୂରା କଲା ଇଂଲଣ୍ଡ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ…

ପୁରୀ ଶ୍ରୀମନ୍ଦିର ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି

ପୁରୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନଭି ରମଣା ଶନିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜଷ୍ଟିସ୍ ରମଣା ଓ ତାଙ୍କ ପତ୍ନୀ ଆଜି ସକାଳେ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପଭୁଙ୍କ ଦର୍ଶନ କରିବା ସହ ପ୍ରାର୍ଥନା ମଧ୍ୟ…

ମୁମ୍ବାଇ ଏୟାରପୋର୍ଟରେ ଓଡିଆ କ୍ୟାନସର ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇ ବିମାନ ବନ୍ଦରରେ ଓଡିଶାର ଜଣେ ୫୧ ବର୍ଷୀୟ କ୍ୟାନସର ପୀଡିତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର କାଂସବାହାଲ ବାସିନ୍ଦା କସ୍ତୁରୀ ମିଶ୍ର ବୋଲି ଜଣାପଡିଛି । ସେ ସର୍ଭାଇକଲ୍ କ୍ୟାନସରରେ ପିଡିତ ଥିବାବେଳେ ଚିକିତ୍ସା ଲାଗି ସ୍ୱାମୀଙ୍କ ସହ ମୁମ୍ବାଇର…

ସାଧାରଣତନ୍ତ୍ର ଦିବସ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡିବ ବିଶାଳ ତ୍ରୀରଙ୍ଗା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବା ଲାଗି ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ୧୦୦ ଫୁଟ ଉଚ୍ଚ, ୩୦ ଫୁଟ ଲମ୍ବା ଓ ୨୦ ଫୁଟ ଚଉଡା ବିଶିଷ୍ଟ…

ସାଧାରଣତନ୍ତ୍ର ଦିବସ: ୭ ଭିଜିଲାନ୍ସ ଅଧିକାରୀ ପାଇବେ ରାଜ୍ୟପାଳଙ୍କ ପଦକ

କଟକ/ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ୭ ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରିବେ । ଏଠାରେ ପ୍ରକାଶଥାଉକି, ୨୦୧୯ ବର୍ଷ ନିମନ୍ତେ ରାଜ୍ୟପାଳ ପଦକ ଭିଜିଲାନ୍ସ ସ୍ୱତନ୍ତ୍ର ସେଲର ଡିଏସପି ସରୋଜ କୁମାର ସାମଲ ଏବଂ…

ଟେଲି ଅଭିନେତ୍ରୀ ସେଜଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ଅଭିନେତା କୁଶଲ ପଂଜାବୀଙ୍କ ପରେ ଏବେ ଆଉ ଜେଣ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ହିନ୍ଦୀ ସରିଏଲ ‘ଦିଲ୍ ତୋ ହାପି ହୈ ଜି’ର ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ମୁମ୍ବାଇ ସ୍ଥିତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣା…

ରଥଯାତ୍ରା: ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜରୁ କାଠ ଆସି ପୁରୀରେ ପହଞ୍ଚିଛି । ଏଥିସହିତ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ…

କାୟା ବିସ୍ତାର କରୁଛି ‘କୋରୋନା’; ୪୧ ମୃତ ଓ ୧୨୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ ‘କୋରୋନା’ ଭାଇରସ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ୟୁରୋପକୁ ଡେଇଁଛି । ଏହି ଭୂତାଣୁ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ୧୨ଶହରୁ ଅଧିକ ସଂକ୍ରମିତ ହୋଇଥିବା…

ରାଜଧାନୀର ଆର୍ଯ୍ୟ ପ୍ୟାଲେସ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ସାମଗ୍ରୀ ଗୁଡିକରେ ନିଆଁ ଲାଗି ପୋଡିଯାଇଛି । ଅନ୍ୟପକ୍ଷରେ ଏହି ହୋଟେଲର କିଚେନରୁ ନିଆଁ…

ସଡକ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ୨ଜଣ ସ୍ଥାନୀୟ ପୀତବାସ ୟୁଜି ଏମଇ ସ୍କୁଲର ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଶନିବାର ସକାଳ…