Latest Odisha News

BREAKING NEWS

ଭାଙ୍ଗିଲା ସବୁ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଶୁକ୍ରବାର ଭାଙ୍ଗିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅନୁଦାନପ୍ରାପ୍ତ…

ଟି-୨୦ରେ ୨୦୦ ରନ୍ ଚେଜ୍ କରି ନୂଆ ରେକର୍ଡ଼ କଲା ଭାରତ !

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି । ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ,…

ପରାଜୟରେ କ୍ୟାରିୟର୍ ଶେଷ କଲେ ସୁନ୍ଦରୀ ଟେନିସ୍ ତାରକା କାରୋଲିନ୍‌

ସିଡ଼ନୀ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଅବସରରେ ଡେନମାର୍କର କାରୋଲିନ୍‌ ୱଜନିଆକିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ତାଙ୍କ ପ୍ରଦର୍ଶନ ଉତ୍ସାହନଜନକ ରହି ନ ଥିଲା । ଟ୍ୟୁନିସିଆର ଓନ୍ସ ଜବେଉରଙ୍କ ନିକଟରୁ ସେ ୭-୫, ୩-୬ ଓ ୭-୫ ସେଟରେ…

ଚୀନରେ କରୋନା ଆତଙ୍କ; ୧୦ ସହର ଲକଡ଼ାଉନ୍‌, ମୁମ୍ବାଇରେ ୧୮୦୦ ଲୋକଙ୍କ ଥର୍ମାଲ୍ ସ୍କ୍ରିନିଂ

ବେଜିଂ: କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଏହାକୁ ନଜରରେ ରଖି ଚୀନର ୧୦ଟି ସହରକୁ ଲକ୍‌ଡାଉନ କରାଯାଇଛି । ୬ କୋଟି ଲୋକଙ୍କୁ ଯାତ୍ରା ଉପରେ କଟକଣା କରାଯାଇଛି । ସହର ନ ଛାଡି ଯିବା ପାଇଁ…

ସାବଧାନ! ଡିପ୍ରେସ କରୁଛି ସ୍ମାର୍ଟ ଫୋନ…

ଭୁବନେଶ୍ୱର: ଆଜିର ସମୟରେ ପିଲାଠାରୁ ବୁଢା ସମସ୍ତେ ଅଙ୍ଗାଙ୍ଗୀ ଭାବରେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର କରୁଛି ଆମ ଶରୀର ପ୍ରତି ଏହା ସେତିକି…

ସାଧାରଣତନ୍ତ୍ର ଦିବସ: ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ ନାହିଁ । ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତକା ଉତ୍ତୋଳନ କରିଥିବା ବେଳେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କଟକ ଯିବେ…

ତିହାର ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୫ ହଜାର ରୋଟି !

ଭୁବନେଶ୍ୱର: ତିହାର ଜେଲରେ ପ୍ରତିଦିନ ୨୦ରୁ ୨୫ ହଜାର ରୋଟି ନଷ୍ଟ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ନଷ୍ଟକୁ ଠିକ୍ ଭାବେ ରୋକାଗଲେ ଅନ୍ୟ ଜେଲରେ ୪ ରୁ ୫ ହଜାର କୈଦୀ ଖାଦ୍ୟ ପାଇପାରିବେ । କୈଦୀଙ୍କ ଗଣତି ଅନୁସାରେ ରୋଟି ପ୍ରସ୍ତୁତ କରାଯାଇଥାଏ । ମାତ୍ର ଏହା ମଧ୍ୟରୁ କେତେକ କୈଦୀ…

ଚୀନ୍‌ରୁ ଭାରତକୁ ଡେଇଁଲା କୋରୋନା ଭାଇରାସ: ମୁମ୍ବାଇରେ ୨ ଆକ୍ରାନ୍ତ

ମୁମ୍ବାଇ: ସାରା ବିଶ୍ୱରେ କୋରୋନା ଭାଇରସର କୋକୁଆ ଭୟ ଜାରି ରହିଛି । ଏହି ଭୁତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେପଟେ ସାଉଦି ଆରବରେ କାମ…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ: ଆଜି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଭାରତ ଓ କିୱି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟ ହାସଲ କରିଛି । Shreyas Iyer finishes things off in style with a mighty six! India win the first #NZvIND T20I by six…

ସରିଲା ଫୁଲ ଡ୍ରେସ୍ ରିର୍ହସାଲ: ଅପେକ୍ଷା ସାଧାରଣତନ୍ତ୍ର ଦିବସକୁ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିର୍ହସାଲ ହୋଇଛି । ପ୍ରଥମଥର ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ (ଏସ୍‌ଓଜି) ଏହି ପରେଡରେ ଯୋଗ ଦେଇଛି । ଏସ୍‌ଓଜି ସମେତ ପ୍ରାୟ ୫୦ଟି କଂଟିଜେଂଟ ଗ୍ରୁପ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ…