ଆଜି ‘ଜାତୀୟ କନ୍ୟାରତ୍ନ ଦିବସ’: ଜାଣନ୍ତୁ ଏହାର ବିଶେଷତ୍ୱ
ଭୁବନେଶ୍ୱର: ଜାନୁଆରୀ ୨୪ । ପ୍ରତିବର୍ଷ ଏହିଦିନ ପାଳନ କରାଯାଏ 'ଜାତୀୟ କନ୍ୟାରତ୍ନ ଦିବସ' ।
ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ବି ଥମିନି କନ୍ୟାଭୃଣ ହତ୍ୟା ପରି ଜଘନ୍ୟ ଅପରାଧ । ଲୋକ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ସମାଜରେ ଝିଅ ଓ ପୁଅ ମାନଙ୍କ ଭିତରେ ପ୍ରଭେଦ ପରି ଘଟଣା…