Latest Odisha News

BREAKING NEWS

ସମଗ୍ର ଦେଶ ନେତାଜୀଙ୍କ ପ୍ରତି ଚୀର କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । India will always remain grateful to Netaji Subhas Chandra Bose for his bravery and…

ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନର କିଛି ଅକୁହା କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ ସେ । ତାଙ୍କ ୭୫ ବର୍ଷ ଜୀବନ କାଳ ମଧ୍ୟରୁ ୩୬…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୩-୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୩ ରିଖ ଗୁରୁବାର ମକର ୯ ଦିନ ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ…

ମୋବାଇଲ ପରାମର୍ଶରୁ ବଲାଙ୍ଗିରର ଏହି ଚାଷୀ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ବଲାଙ୍ଗିର: ଏବେକାର ସମୟ ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ ? ଆଜିକାଲି ବର୍ଷା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି କରିବା…

କାର୍ତ୍ତିକ-ସାରାଙ୍କ ‘ସାୟଦ’: ଆସିଲା ‘ଲବ ଆଜକଲ’ର ରୋମାଣ୍ଟିକ ଗୀତ

ମୁମ୍ବାଇ: ପରଦାକୁ ଆସିଲା କାର୍ତ୍ତିକ-ସାରାଙ୍କ ‘ସାୟଦ’ ଗୀତ । ଏହା ଅପକମିଂ ଫିଲ୍ମ ‘ଲବ ଆଜକଲ’ର ପ୍ରଥମ ରୋମାଂଟିକ ଗୀତ । ଏହି ଗୀତରେ କାର୍ତିକ, ସାରାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନଥିବା ଦେଖିବାକୁ ମିଳିଛି । https://youtu.be/MJyKN-8UncM ଗୀତକୁ…

ଆସିଲା ‘ଓଲେ ଓଲେ ୨.୦: ପାର୍ଟିି ମୁଡ୍‌ରେ ସୈଫ୍‌

ମୁମ୍ବାଇ: ରିଲିଜ ହୋଇଛି ଆଗାମୀ ଫିଲ୍ମ ଜୱାନୀ ଜାନେମନର ପାର୍ଟି ଗୀତ । ଗୀତରେ ସୈଫ୍ ଅଲ୍ଲି ଖାନ୍ ତାଙ୍କ ସିଗ୍ନେଚର ସଙ୍ଗ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିଛନ୍ତି । ଏହି ଗୀତରେ ସୈଫ୍‌ଙ୍କୁ ପୁରାପୁରି ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଛି ।…

ଭାରତୀୟ ସେନା ପକ୍ଷରୁ ‘ଜଜ୍ ଆଡଭୋକେଟ’ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୮ଟି ଖାଲି ପଡିଥିବା ଜଜ୍ ଆଡଭୋକେଟ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆବେଦନକାରୀ ଆସନ୍ତା ଫେବୃଆରୀ ୧୩ରୁ ସେନାର ଅଫିସିଆଲ ୱେବ୍ ସାଇଟ joininindianarmy.nic.in ରେ ଆବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: - ଇଚ୍ଛୁକ…

ସାମସଙ୍ଗ ଗାଲାକ୍ସି ‘ଏସ୧୦ ଲାଇଟ’ ଭାରତରେ ହେବ ଲଞ୍ଚ: ଜାଣନ୍ତୁ, କଣ ରହିବ ଫିଚର୍ସ

ଭୁବନେଶ୍ୱର: ସାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ ଓ ସାମସଙ୍ଗ ଗାଲାକ୍ସି ନୋଟ୧୦ ଲାଇଟ କୁ ବହୁ ଦିନରୁ ଭାରତୀୟ ଗ୍ରାହକ ଅପେକ୍ଷା କରିଥିଲେ । ସାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ କୁ ସାରା ଭାରତରେ ୮ ଜିବି ରାମ ସହ ହେବ ଲଞ୍ଚ । ଲଞ୍ଚ ପୂର୍ବରୁ ଏହି ଫୋନ ଟି କମ୍ପାନୀ ୱେବସାଇଟ ରେ ଲିଷ୍ଟେଡ଼ ହୋଇଗଲାଣି…

ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ…

ମହାକାଶରୁ ରିପୋର୍ଟ ଦେବ ‘ବ୍ୟୋମ ମିତ୍ର’; ଦେଖନ୍ତୁ, କିପରି ଏହା ନିଜ ବିଷୟରେ ଦେଉଛି ସବିଶେଷ ତଥ୍ୟ

ବେଙ୍ଗାଲୁରୁ: ସାମ୍ନାକୁ ଆସିଲା ହାପ୍ ହ୍ୟୁମାନଏଡ ‘ବ୍ୟୋମ ମିତ୍ର’ର ପ୍ରଥମ ଝଲକ । ଚେହେରା ପୁରାପରୀ ମଣିଷ ଭଳି । ମଣିଷଙ୍କ ଭଳି କଥା କୁହେ ଓ ମଣିଷଙ୍କୁ ଚିହ୍ନି ବି ପାରେ । ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇପାରେ ଏହି ରୋବୋଟ । ଏହା ଏକ ମେସିନ କିନ୍ତୁ କୌଣସି ଗୁଣରେ ମଣିଷଠୁ କମ୍…