ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ଦେଲେ ରୁଷ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ: ଜାଣନ୍ତୁ କାହିଁକି
ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୁରା ମନ୍ତ୍ରୀମଣ୍ଡଳ ସହିତ ବୁଧବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି।
ଏନେଇ ଋଷ ରାଷ୍ଟ୍ରପତି ପୁତିନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ରୁଷ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ
ପୁତିନ ମେଦଭେଦେଭଙ୍କୁ ଏଥିପାଇଁ…