Latest Odisha News

BREAKING NEWS

ଟେରର୍ ଲିଙ୍କରେ ଗିରଫ ପରେ ବିଦା ହେଲେ ଡିଏସପି ଦବିନ୍ଦର ସିଂହ

ଶ୍ରୀନଗର: ବିଦା ହେଲେ ଜମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂହ । ଟେରର ଲିଙ୍କରେ ଧରାପଡିବା ପରେ ବୁଧବାର ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଦବିନ୍ଦର ସିଂହଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଡିଜି ଦିଲବାଗ ସିଂହ ।…

ଭୋପାଳ ବ୍ୟବସାୟୀଙ୍କ ନିଆରା ମକର ସଂକ୍ରାନ୍ତି; ଲକେଟ୍ କରି ପିନ୍ଧିଲେ ସୁନା ଗୁଡ଼ି !

ଭୋପାଳ: ମକର ସଂକ୍ରାନ୍ତି ସାରା ଭାରତରେ ଆଜି ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରାଯାଇଛି । ଭୋପାଳରେ ଏହି ପର୍ବର ଗୁରୁତ୍ୱ ଅଧିକ ରହିଛି । ପ୍ରାୟ ସମସ୍ତ ବାସିନ୍ଦା ଛାତ ଉପରେ ଗୁଡି ଉଡାଇ ଏହାର ମଜା ଉଠାଇଛନ୍ତି । ସ୍ଥାନୀୟ ବାସିନ୍ଦା…

୩୦ ଦିନ ଲାଗି କୋହଳ ହେଲା ଫାସଟ୍ୟାଗ୍ ଲାଗୁ ସମୟ

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଏନଏଚଏଆଇର ୬୫ ହାଇ କ୍ୟାସ୍ ଟ୍ରାଞ୍ଜାକସନ (ନଗଦ ନେଣଦେଣ) ପ୍ଲାଜାରେ ୩୦ ଦିନ ଲାଗି ଫାସଟ୍ୟାଗ୍ ଲେନ୍ ଲାଗୁ ସୀମାରେ କୋହଳ କରାଯାଇଛି । ଏହି ପ୍ଲାଜାରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ…

ଡିଏଲ୍ ଟେଷ୍ଟିଂ ବେଳେ ଧରାପଡ଼ିଲେ ନକଲି ଡ୍ରାଇଭର୍; ଗଣିଲେ ୫୫,୦୦୦ ଟଙ୍କାର ତଣ୍ଡ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ନିକଟରେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଡିଏଲ୍ ଟେଷ୍ଟ ଦେଉଥିବା ପ୍ରାୟ ୪ଜଣ ନକଲି ଡ୍ରାଇଭରଙ୍କୁ ପୋଲିସ ପକ୍ଷରୁ ଧରାଯାଇଛି । ମୋଟର ଯାନ ନିରୀକ୍ଷକ ସେମାନଙ୍କ ଉପରେ ପାଖାପାଖି ୫୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଯେତେବେଳେକି ଅନ୍ୟଜଣେ ନିଶାଶକ୍ତ ଭାବେ…

ଦୂତୀ ଚାନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହେଲା ବଜାଜ୍ ଆଲିଆଂଜର ‘ପ୍ଲାଙ୍କ ଫର୍ ଇଣ୍ଡିଆ’ ଅଭିଯାନ

ଭୁବନେଶ୍ୱର: ଭାରତର ଚାମ୍ପିଆନ୍ ଦୌଡ଼କୁଦ ଖେଳାଳୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ଲାଇଫ୍ର “ପ୍ଳାଙ୍କ ଫର ଇଣ୍ଡିଆ’ ଅଭିଯାନକୁ ଗ୍ରହଣ କରିଛନ୍ତି । ଭାରତର ଉଦୀୟମାନ କ୍ରୀଡ଼ାବିତ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । #Excited to be a part of #PlankForIndia…

ଶ୍ରୀମନ୍ଦିରରେ କାହିଁକି କୁହାଯାଏ ‘ମକର ଚଉରାଶି’; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ । ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ…

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ । ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ…

ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ

ଉତ୍ତରାଖଣ୍ଡ: ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ । ଏଭଳି ନିଷ୍ପତି ନେଇଛନ୍ତି ଉତରାଖଣ୍ଡ ସରକାର । ଏଣିକି ଉତରାଖଣ୍ଡରେ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ପେନ୍‌ସନ୍ ମିଳିବା ନେଇ ଘୋଷଣା ହୋଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏହି ସୂଚନା ଦେଇଛନ୍ତି । ସେ…

ଆଜି ‘ସେନା ଦିବସ’; ଜାଣନ୍ତୁ ଭାରତୀୟ ସୈନିକଙ୍କ ସମ୍ପର୍କରେ କିଛି ଅଜଣା କଥା…

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ ‘ସେନା ଦିବସ’ ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେ ତତ୍କାଳୀନ ଜେନେରାଲ୍ ଫ୍ରାନସିସ୍ ବୁଚରଙ୍କ ଠାରୁ…

ତାଳଚେରରେ ଚାଞ୍ଚଲ୍ୟ; ଦବିଗଲା ୫୦ ଫୁଟ ମାଟି !

ତାଳଚେର: ମାଟି ଦବିଯିବା ନେଇ ତାଳଚେର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମାଟି ଦବିଯିବା ଘଟଣାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେଉଳବେଡା ତେଲିସାହିର ଏକ ଜମି ଭିତରେ ଆଜି ସକାଳୁ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।…