ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶିଫଳ
ତା ୧୫-୧-୨୦୨୦ ବୁଧବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ମାସ ତା ୧୫ ରିଖ ବୁଧବାର ମକର ୧ ଦିନ ମାଘମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଘ ୧୦ ମିନିଟ୍ ପର୍ଯ୍ୟନ୍ତ…