Latest Odisha News

BREAKING NEWS

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି…

ମଇଁଷି ଜୀବନ ବଞ୍ଚାଇବା ଲାଗି ୩ ଲକ୍ଷ ଟଙ୍କା ଯୋଗାଡ କଲେ ପଶୁପ୍ରେମୀ !

ବେଜିଂ: ଚାଇନାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ମଣିଷର ଦୁଇଟି ରୂପକୁ ପଦାରେ ପକାଇଛି । ଗୋଟିଏ ପଟେ କିଭଳି ଟଙ୍କା ଲୋଭରେ ଗର୍ଭବତୀ ନୀରିହ ମଇଁଷିକୁ ମାରିବା ପାଇଁ କେତେଜଣ ପ୍ରସ୍ତୁତି ଚଳାଉଥିବା ବେଳେ ଅନ୍ୟ ପଟେ ପଶୁପ୍ରେମୀମାନେ ୩ଲକ୍ଷ ଟଙ୍କା ଯୋଗାଡ କରି ଏହାକୁ ବଂଚାଇଛନ୍ତି ।…

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ…

ପୂର୍ବତନ ବିଧାୟକ ତଥା ଓଡ଼ିଶା ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତା କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ଦିନ ୭୮ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବାଲିପାଟଣା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ପତ୍ନୀ…

ଦିଶାଙ୍କ ସହ ‘କଭି ଇଦ୍ କହି ଦିୱାଲୀ’ରେ ଆସୁଛନ୍ତି ଭାଇଜାନ୍ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମର ନାମ ୧୦ ତାରିଖରେ ଘୋଷଣା କରିଛନ୍ତି । ଟୁଇଟରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାମ ରହିଛି କଭି ଇଦ୍ କଭି ଦିୱାଲୀ । ଫିଲ୍ମକୁ ଇଦ୍ ୨୦୨୧ରେ ରିଲିଜ କରାଯିବା ନେଇ ସମସ୍ତ ପ୍ରକାର ଯୋଜନା କରାଯାଇଛି ।…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଭାରତୀୟ ସାଇବର ଅପରାଧ ସମନ୍ୱୟ…

ଉଦଘାଟିତ ହେଲା ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସଟିଏଲ୍ଏମ୍)ର ୫ମ ସଂସ୍କରଣ

ଭୁବନେଶ୍ୱର: ପ୍ରତିଷ୍ଠିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍)ର ୫ମ ସଂସ୍କରଣ ଆଜି ଲେଖନ ସାହସର ପ୍ରତୀକ ପେରୁମଲ୍ ମୁରୁଗନ୍ ଓ ୟୁକେ ସଂସଦର ସଦସ୍ୟ ଲର୍ଡ ମେଘନାଦ ଦେସାଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପାଧ୍ୟକ୍ଷ…

ଦୁର୍ନୀତି ଅଭିଯୋଗରେ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିନ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଅଧିକାରୀଙ୍କୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା…

ସାଧାରଣ ଲୋକଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ସ୍ଥିତ ଲୋକସେବା ଭବନର ଉଦ୍ୟାନ ଆସନ୍ତା ଜାନୁଆରୀ ୧୧ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ । ଜାନୁଆରୀ ୧୧ ତାରିଖରୁ ୫ ଦିନ ଯାଏଁ ଏହି ଉଦ୍ୟାନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଜନସାଧାରଣ ୧ ନମ୍ବର ଗେଟ୍‌ ଦେଇ ଉଦ୍ୟାନ ମଧ୍ୟକୁ…