Latest Odisha News

BREAKING NEWS

ଭାରତ ବନ୍ଦ: ତଣ୍ଡ ଗଣିବେ ବିନା ହେଲମେଟରେ ରାଲି କରୁଥିବା ବାଇକ ଚାଳକ

ଭୁବନେଶ୍ୱର: ଭାରତ ବନ୍ଦ ସମୟରେ ବିନା ହେଲମେଟରେ ରାଜଧାନୀରେ ରାଲି କରୁଥିବା ଆନ୍ଦୋଳନକାରୀମାନେ ଜୋରିମାନା ଦେବେ ବୋଲି ବୁଧବାର ଦିନ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। "ଆଇନ ସମସ୍ତଙ୍କ ପାଇଁ ସମାନ । ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ…

ଏହିଭଳି ଭାବରେ ରିଷ୍ଟୋର କରନ୍ତୁ ହ୍ଵାଟ୍ସଆପରେ ଡିଲିଟ ହୋଇଯାଇଥିବା ମେସେଜ !

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ଆବାଳ ବୃଦ୍ଧ ବନିତା ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ବିଶେଷ କରି ହ୍ଵାଟ୍ସଆପ ଓ ଫେସବୁକ ସହ । ହ୍ଵାଟ୍ସଆପ ଆମର ଉଭୟ ପର୍ସନାଲ ଓ ପ୍ରଫେସନାଲ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହା ମାଧ୍ୟମରେ ଅନେକ ଦରକାରୀ କାର୍ଯ୍ୟ…

ଭାରତ ବନ୍ଦ ଯୋଗୁଁ ପାରାଦୀପରେ ଅଚଳାବସ୍ଥା; ବନ୍ଦ ରହିଲା ଅଧିକାଂଶ କାରଖାନା

ପାରାଦୀପ: ଦେଶର ୧୦ଟି ଟ୍ରେଡ୍ ୟୁନିଅନ ଓ ୫୪ଟି ସ୍ବାଧିନ ଫେଡେରେସନ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ପାରାଦୀପ ରେ ପାଳିତ ହୋଇଛି। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସରକାରୀ ଉଦ୍ୟୋଗକୁ ଘରୋଇକରଣ, ୪୪ ଟି ଶ୍ରମ ଆଇନକୁ ୪ଟି କୋଡରେ ବିଭକ୍ତ କରିବାର ମସୁଧା ପ୍ରଭୁତି ୧୨ ଦଫା…

ଟି-୨୦ରେ ସର୍ବାଧିକ ଓ ଅଧିନାୟକ ଭାବେ ୧୦୦୦ ରନ ପୂର୍ଣ୍ଣ କଲେ କୋହଲୀ !

ମୁମ୍ବାଇ: ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଟି୨୦ରେ ୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଖେଳାଳି ଭାବେ କୋହଲିଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୩୨ ମ୍ୟାଚରେ ୧୦୦୬ ରନ କରିଥିବା…

‘ଜେଏନୟୁ’ ଆକ୍ରମଣ ଘଟଣା: ଭାଇରାଲ ହେଲା ଦୀପିକାଙ୍କ ବିକ୍ଷୋଭ ପ୍ରଦର୍ଶନର ଫଟୋ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ:ଜବାହରଲାଲ ନେହୁରୁ ୟୁନିଭରସିଟି (ଜେଏନୟୁ) ପରିସର ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରାଜରାସ୍ତାକୁ ଓଲ୍ହାଇଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜଣାଇ ଦୀପିକା ସେମାନଙ୍କ ସହ ଧାରଣାରେ ଛିଡା ହୋଇଥିବା ଫୋଟୋ ଏବେ ସୋସିଆଲ…

‘ବିଶ୍ୱ ପୁସ୍ତକ ମେଳା’ରେ ଜାତୀୟ ଆଲୋଚନାଚକ୍ର: ଓଡ଼ିଆ ସାହିତ୍ୟ ଧାରାରେ ଗାନ୍ଧି ବିଚାରଧାରା ଏବେ ବି…

ନୂଆଦିଲ୍ଲୀ: ଗାନ୍ଧି ପ୍ରତିଟି କ୍ଷେତ୍ରରେ ମଣିଷର ଚେତନାକୁ ଯେପରି ସ୍ପର୍ଶ କରିଥିଲେ ସେପରି ଦାର୍ଶନିକ, ଭାବୁକ, ଚିନ୍ତକ, ଲେଖକ ଓ ଶିଳ୍ପୀକୁ ଅନୁପ୍ରାଣିତ କରିଥିଲେ ବୋଲି ଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ 'ଓଡ଼ିଆ ସାହିତ୍ୟରେ ଗାନ୍ଧିଦର୍ଶନ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ…

ଯାଜପୁରରେ ବନ୍ଦର ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

ଯାଜପୁର: କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ କେନ୍ଦ୍ର ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଦିନିକିଆ ଭାରତ ବନ୍ଦ ପାଳନ କରାଯିବା ସହ ଧର୍ମଘଟ କରାଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମା ଏବଂ ବ୍ୟାସନଗର ପୌରାଞ୍ଚଳ ସମେତ…

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’... କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’ ଲୋକମାନଙ୍କୁ ସମାଗ୍ରିକ ଭାବେ…

ଭୁର୍ଟିଗଡ଼ରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଆୟୋଜିତ

ଭବାନୀପାଟଣା: ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀ, ମହିଳା ଓ ଜନସାଧାରଣଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ…