ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ
୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ
ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…