Latest Odisha News

BREAKING NEWS

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ୪ର୍ଥ ସନ୍ଧ୍ୟା: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀକ ଓଡ଼ିଶୀ ନୃତ୍ୟ ଉତ୍ସବର ରବିବାର ଥିଲା ଚତୁର୍ଥ ଦିବସ । ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେଶିୟାରୁ ଆସିଥିବା ଗୀତା ଶଙ୍କରନ ଓ…

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ । ୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି…

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ । ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି…

ଇ-କମର୍ସରେ ଧମାଲ କରିବା ପ୍ରସ୍ତୁତିରେ ରିଲାଏନ୍ସ: ଫ୍ଲିପକାର୍ଟ ଓ ଆମାଜନ ସହ କରିବ କଡା ଟକ୍କର

ଭୁବନେଶ୍ୱର: ଭାରତରେ ଅନଲାଇନ କିଣିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଛୋଟ ହେଉ ଅବା ବଡ଼ ସବୁକିଛି ଅନଲାଇନ ରେ। ଏମିତିକି ସହରଠୁ ଗାଁ ପର୍ଯ୍ୟନ୍ତ ଡେଲିଭରୀ ସୁବିଧା ଲୋକମାନଙ୍କୁ ଅନଲାଇନ ରେ କିଣିବାକୁ ମନ ବଳାଉଛନ୍ତି । ବର୍ତ୍ତମାନ ଇ-କମର୍ସ କ୍ଷେତ୍ରରେ ବହୁ କମ୍ପାନୀ ଥିଲେ ମଧ୍ୟ…

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏସପ୍ଲାନେଡ଼ ମଲରେ ଶନିବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଓ ତାଙ୍କ କ୍ୟାମେରମ୍ୟାନଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ରବିବାର ଦିନ ମଲର ଜଣେ ମାର୍କେଟିଂ ମ୍ୟାନେଜର ସ୍ବାତୀ ଝା'ଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ତାଙ୍କୁ କୋର୍ଟକୁ ନିଆଯିବ ।…

ଶୀତର ପ୍ରଭାବ ବଢିବା ନେଇ ଏହି ୧୩ଟି ଜିଲ୍ଲାକୁ ଆଇଏମଡିର ସତର୍କ ସୂଚନା !

ଭୁବନେଶ୍ୱର: ଶୀତର ପ୍ରକୋପରେ ସାରା ଓଡିଶା ଥରୁଛି । ତେବେ ଶୀତର ପ୍ରଭାବ ଆହୁରି ବଢିବା ସହ କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ରବିବାର ଦିନ ରାଜ୍ୟର ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି । ଆଇଏମଡିର ସନ୍ଧ୍ୟା…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା…

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହୋଇଛନ୍ତି । #WATCH: Amitabh Bachchan says,"Jab iss puruskar ki ghoshna hui to mere mann mein ek sandeh utha. Ki…

ସୁପର ମମ୍ ରୁଷିନା ବଞ୍ଚାଇଲେ ୫ ସଦ୍ୟଜାତ ଶିଶୁଙ୍କ ଜୀବନ, ଜାଣନ୍ତୁ କେମିତି

ମାନବିକତା ଏବେ ମଧ୍ୟ ବଂଚି ରହିଛି । ଏହାର ସଦ୍ୟ ଉଦାହରଣ ହେଲେ ଗୁଜରାଟର ୨୯ ବର୍ଷୀୟ ଶିକ୍ଷୟତ୍ରୀ ରୁଷିନା ଡକ୍ଟର ମାରଫାନିଆ । ସୂଚନାନୁଯାୟୀ ୩ ମାସ ମଧ୍ୟରେ ସେ ୧୨ ଲିଟର ‘ବ୍ରେଷ୍ଟ ମିଲ୍କ’ ଦାନ କରି ୫ ନବଜାତ ଶିଶୁଙ୍କୁ ବଂଚାଇ ପାରିଛନ୍ତି । ଏହା ଏବେ ଚର୍ଚ୍ଚାର କାରଣ ହୋଇଛି । ତାଙ୍କୁ…

ଟ୍ଵିନ ସିଟିରେ କିପରି ହୁଏ ଜିରୋ ନାଇଟ ସେଲିବ୍ରେସନ, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହର ମାହୋଲ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁଣୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ନୂଆବର୍ଷର ପୂର୍ବରାତିରେ…