ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ ।
ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…