Latest Odisha News

BREAKING NEWS

ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ; ଗିରଫ ହେଲେ ୨ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ସପିଂ ମଲରେ ବେଆଇନ୍ ପାର୍କିଂ ଫି ଆଦାୟ କରାଯାଉଥିବା ନେଇ ଖବର ସଂଗ୍ରହ କରୁଥିବା ବେଳେ ଜଣେ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ଏହି ଘଟଣାରେ ରବିବାର ଦିନ ସାମ୍ବାଦିକମାନେ ମଲ ସମ୍ମୁଖରେ ବିକ୍ଷୋଭ…

ଭୁବନେଶ୍ୱରରୁ କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଘରୁ ରବିବାର ଦିନ ଜଣେ ଆସିଷ୍ଟାଣ୍ଟ କମିଶନର (କେନ୍ଦ୍ରୀୟ ଅବକାରୀ)ଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ଅର୍ଜୁନ କୁମାର ଧଳ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସେ ଆତ୍ମହତ୍ୟା…

ଥରୁଛି ସାରା ଓଡିଶା; ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଭାବିତ ହେଉଛି ଶୀତରଲହରୀ । ଅଧିକାଂଶ ସ୍ଥାନରେ ସୂର୍ଯ୍ୟାସ୍ତ ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ସୋନପୁରରେ ୩.୪…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୦ ଡିଗ୍ରି ତଳେ ୧୫ ସହର

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ରାଜ୍ୟର ୧୫ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ…

ଗାୟକ ସୁରେନ୍ଦ୍ରନାଥ ଛୋଟରାୟ; ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର

ଭୁବନେଶ୍ୱର: ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୯ ରିଖ ରବିବାର ଧନୁ ୧୪ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ…

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର ୧୬ତମ ପ୍ରତିଷ୍ଠା ଉତ୍ସବ…

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ନୂତନ କୁଳପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଫେସର ତ୍ରିପାଠୀ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଆଇଜିଏନ୍ଟିୟୁ (ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି)ର ଇତିହାସ ବିଭାଗର…

ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବର ତୃତୀୟ ସଂନ୍ଧ୍ୟା: ଦର୍ଶକଙ୍କୁ ଆକର୍ଷିତ କଲା ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ…

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ଦିବସ । ପ୍ରତିଦିନ ପରି ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ…

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ‘ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଡଃ ମୋହନ ଡି ରାଓ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୋ÷ଜନ୍ୟମୂଳକ ସାକ୍ଷାତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କୁକ୍ଭିଲେ ସ୍ଥିତ ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର…