ଦେଖନ୍ତୁ ଭିଡ଼ିଓ, ବସରେ ଲାଗିଲା ନିଆଁ
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଠାରେ ବୁଧବାର ଦିନ ଏକ ବସରେ ନିଆଁ ଲାଗିଯାଇଛି ।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କାରିବା ସହ ବିସ୍ଫୋରଣ ହେବାରୁ ଏହାକୁ ଅଟକାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।…