Latest Odisha News

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି । ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ…

ପୁରୀ ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ “ଏହି ଘଟଣାର ୨୦ ଦିନ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍…

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର…

ଜ୍ୟୋତିର ପ୍ରତୀକ ‘ଅରୁଣ ସ୍ତମ୍ଭ’; ଜାଣନ୍ତୁ କ’ଣ ରହିଛି ପୌରାଣିକ କଥାବସ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଶୋଭା ପାଉଛି ଅରୁଣ ସ୍ତମ୍ଭ । ଭାରତର କୌଣସି ବିଷ୍ଣୁ ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନାହିଁ । ମାତ୍ର ପୁରୀରେ ଏହାର ବ୍ୟତିକ୍ରମ ମାତ୍ର । ଏହାର କାରଣ ହେଲା ସୂର୍ଯ୍ୟଦେବଙ୍କ ସାରଥୀ ହେଲେ ଅରୁଣ । ତେବେ ଏହା କିପରି…

ଆସୁଛି ନୂଆବର୍ଷ: କଣ ରହିବ ଆପଣଙ୍କ ‘ନିୟୁ ଇୟର ରିଜଲ୍ୟୁସନ’ !

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା ୨୦୧୯ ଆଉକିଛି ଦିନ ପରେ ବିଦାୟ ନେବ । ପୁରୁଣା ସ୍ମୃତିକୁ ଛାତିରେ ଚାପି ଧରି ଆମେ ଆଉ ଏକ ନୂତନ ବର୍ଷରେ ପାଦ ରଖିବା । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣିଥରେ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବା ।…

ନୂଆବର୍ଷରୁ ଥରିବ ଓଡିଶା, ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1209324861710954496?s=08…

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା; ୪ ଯାତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ସ୍ଥିତ ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ…

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି । କିନ୍ତୁ ବର୍ତ୍ତମାନ…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…