Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲରେ ଦ୍ୱିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସଂପୂର୍ଣ୍ଣ ଆବାସିକ ବିଦ୍ୟାଳୟ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲର ଦ୍ୱିତୀୟ ପ୍ରତିଷ୍ଠା ଦିବସ "ଉକ୍ରର୍ଷ'ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟନ୍ତ ପରିଚାଳନା…

ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା !

ନୂଆଦିଲ୍ଲୀ: ଦୁରସଂଚାର ବିଭାଗରେ ଉଚ୍ଚସ୍ତରୀୟ ନିର୍ଣ୍ଣୟକାରୀ ସଂସ୍ଥା ଡିଜିଟାଲ କମ୍ୟୁନିକେଶନ କମିଶନ ଆଜି ୫.୨୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟରମ ନିଲାମ ପାଇଁ ଥିବା ଯୋଜନାକୁ ମଞ୍ଜୁରୀ ଦେଇଦେଇଛି । ଯେଉଁଥିରେ ୨୨ ସର୍କଲ ରେ ୮୩୦୦ ମେଗାହର୍ସ ସ୍ପେକ୍ଟରମ ସାମିଲ ଅଛି ଓ ମାର୍ଚ୍ଚ-ଅପ୍ରେଲ ରେ…

ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି; କେଉଁ ଜିଲ୍ଲାରେ କିଏ ନେଲେ ଦାୟିତ୍ୱ ଜାଣନ୍ତୁ…

ଭୁବନେଶ୍ୱର: ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ ।…

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।…

ଦିଲ୍ଲୀରେ ଭୂକମ୍ପ; ଆଫଗାନିସ୍ଥାନରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ଅଞ୍ଚଳ, ପଞ୍ଜାବ, ହରିୟାଣାରେ ଶୁକ୍ରବାର ଦିନ ସନ୍ଧ୍ୟା ୫ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ଘଟିଥିବା ଭୂକମ୍ପର ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ଥାନ, ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।…

ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମକାରୀ କୁଲଦୀପ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଅପହରଣ ଏବଂ ବଳତ୍କାର ମାମାଲରେ ଦିଲ୍ଲୀର ତିସହଜାରୀ କୋର୍ଟ ଦୋଷୀ କୁଳଦୀପ ସେଙ୍ଗରକୁ ଆଜୀବନ କାରା ଦଣ୍ଡ ସହ ୨୫ ଲକ୍ଷ ଟଙ୍କାର ଦଣ୍ଡ ଶୁଣାଇଛନ୍ତି । 2017 Unnao rape case: Delhi's Tis Hazari Court has also…

ବଡ଼ଦିନରେ କାହିଁକି ସଜାଯାଏ କ୍ରିସମାସ ଟ୍ରି; ଜାଣନ୍ତୁ…

ଭୁବନେଶ୍ୱର:କ୍ରିସମାସ ବଡ଼ଦିନରେ କ୍ରିସ୍ମସ ଟ୍ରିର ରହିଛି ଅନେକ ମହତ୍ତ୍ୱ । ଏହାବିନା କ୍ରିସମାସ ଅଧୁରା ବୋଲି କୁହାଯାଏ । କଣ ଏହି କ୍ରିସମାସ ଟ୍ରି: କ୍ରିସମାସ ଟ୍ରି ବା ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ…

ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଖବର ଶୁଣି ଛାନିଆରେ ପ୍ରାଣ ହରାଇଲା ଅନ୍ୟଜଣେ ବିଚାରଧୀନ କଏଦୀ !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜେଲ ମଧ୍ୟରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି । ମୃତ କଏଦୀର ନାମ ତୁରୀ ମୁଣ୍ଡା ହୋଇଥିବା ବେଳେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି । ଜେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ,…

ପରଦାକୁ ଆସିଲା ସଲମାନଙ୍କ ‘ଦବଙ୍ଗ ୩’

ମୁମ୍ବାଇ: ଆଜି ମୁକ୍ତିଲାଭ କଲା ବଲିଉଡର ଆଗଧାଡ଼ିର ନାୟକ ସଲମାନ ଓ ନାୟିକା ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦବଙ୍ଗ-୩’। ସଲମାନ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିଛନ୍ତି। ସଲମାନଙ୍କ ସହ ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ…

ବିଦାୟ ୨୦୧୯: ଓଡ଼ିଶାର ଛାତିକୁ ଥରାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନୀ-ବୁଲବୁଲର ବିଭୀଷିକା !

ଭୁବନେଶ୍ୱର: ୨୦୧୯ ବର୍ଷ ଓଡ଼ିଶା ଲାଗି ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହିବର୍ଷ ଓଡ଼ିଶାକୁ ସାମ୍ନା କରିବାକୁ ପଡ଼ିଥିଲା ଦୁଇଟି ଭୟଙ୍କର ବାତ୍ୟା । ମେ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହା ମନରୁ…