ଫେବ୍ରୁଆରୀ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ମ୍ୟାଟ୍ରିକ୍ ପରୀକ୍ଷା: ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୩ୟ ସପ୍ତାହ ଆଡ଼କୁ ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି ।
“ଏହି ମ୍ୟାଟ୍ରିକ୍ ପରୀକ୍ଷାର ପରୀକ୍ଷା ସୂଚୀ ମାଧ୍ୟମିକ ଶିକ୍ଷା ପରିଷଦ…