ବିଶ୍ୱରେକର୍ଡ ଭାଙ୍ଗିଲେ ଚୀନର ମହିଳା ପ୍ରତିଯୋଗୀ; ଉଠାଇଲେ ୧୧୭ କିଲୋଗ୍ରାମ ଭାର !
ବେଜିଂ: ଭାରୋତ୍ତଳନରେ ଚୀନର ଡେଂଗ ୱେଇ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଆଇଡବ୍ଲୁ୍ୟଏଫ ବିଶ୍ୱକପର ମହିଳା ବିଭାଗରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୬୪ କିଗ୍ରା ବିଭାଗରେ ସେ ୧୧୭ କିଗ୍ରାର ଭାର ଉଠାଇବା ସହ ପୂର୍ବରୁ ୧୧୬ କେଜିର ରେକର୍ଡ ଭାଙ୍ଗି ଦେଇଥିଲେ । ଡେଂଗ ସଂଯୁକ୍ତ…