Latest Odisha News

BREAKING NEWS

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ…

ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରିବ ପୋଲିସ

ପୁରୀ: ପୁରୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ପୋଲିସ ପକ୍ଷରୁ ଏହି ମାମଲାରେ ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ । ପୋଲିସ ଡିଆଇଜି (କେନ୍ଦ୍ରାଞ୍ଚଳ) ଆଶିଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଖ୍ୟ ଅଭିଯୁକ୍ତ…

ମହିଳାଙ୍କ ପାଖରେ ଦେଖାଯାଏ ଅଧିକ ଥାଇରଏଡ ସମସ୍ୟା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ମୁଖ୍ୟ ସମସ୍ୟା ରୂପରେ ଦେଖା ଦେଲାଣି । ଏକ ସର୍ଭେରୁ ଜଣାପଡିଛି ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ ବଢ଼ିବା ସହିତ ରକ୍ତ ସନ୍ତୁଳନରେ ମଧ୍ୟ ବାଧା ଉପୁଜିଥାଏ। ଗବେଷଣାର ତଥ୍ୟ ଅନୁଯାୟୀ…

ନିଜେ ଭିନ୍ନକ୍ଷମ ହୋଇ ଅନ୍ୟ ଭିନ୍ନକ୍ଷମଙ୍କୁ ସଶକ୍ତ କରୁଥିବା ନିରଞ୍ଜନଙ୍କୁ ଜାତୀୟ ପୁରସ୍କାର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ନେତ୍ରହୀନ ନୀରଞ୍ଜନ ବେହେରା । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ପାଇଁ ସେ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ପୂର୍ବରୁ ନିରଞ୍ଜନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ଆଜି…

ମଣିପୁରର ନିଉଟନ, ୧୨ ବର୍ଷରେ ଦେବେ ମ୍ୟାଟ୍ରିକ ପରୀକ୍ଷା

ମଣିପୁର: ମଣିପୁରର ଚୁରାଚନ୍ଦ ଜିଲ୍ଲାର ୧୨ ବର୍ଷୀୟ ଆଇଜକ ପଲଲୁଂଗ ମୁଆନ ଏବେ ଚର୍ଚ୍ଚାରେ । ପୂର୍ବୋତରର ଏହି ପ୍ରତିଭାବାନ କିଶୋର ପରୋକ୍ଷରେ ନିଜ ନାମକୁ ମଧ୍ୟ ସାର୍ଥକ୍ୟ କରିଛନ୍ତି । ତାଙ୍କୁ ଏବେ ସମସ୍ତେ ନିଉଟନ ନାମରେ ଡାକୁଛନ୍ତି । ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ନିଉଟନ ଚଳିତ ବର୍ଷ…

ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: କାର୍ଯ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟର ଚୁକ୍ତିଭିତ୍ତିକ ମହିଳା ଅଧ୍ୟାପିକାଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣାର ୨ ଦିନ ପରେ ମୟୂରଭଞ୍ଜ ଜିଲ୍ଲା ଏସପି ସ୍ମିଥ ପରମାର ସୋମବାର ଦିନ ପୂର୍ବତନ ଝାରପୋଖରିଆ ଆଇଆଇସି ଶରତ ମହାଳିକ ଏବଂ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।…

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ…

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ । ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ…

ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ପେମେଣ୍ଟ କଲେ ଆଉ ଲାଗିବନି ଅତ୍ୟଧିକ ଶୁଳ୍କ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ଦେଲେ ଲାଗିବନି ଅତ୍ୟଧିକ ଶୁଳ୍କ। ଏହି ସୁବିଧା ଡ଼ିସେମ୍ବର ୧ରୁ ଆରମ୍ଭ ହୋଇଥିବା ଜଣାପଡିଛି | ଏଲଆଇସି ଡିଜିଟାଲ ପେମେଣ୍ଟକୁ ଲୋକାଭିମୁଖୀ କରିବାକୁ ଏଲଆଇସିର ଏହି…

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆପ୍ ଟିର ନାମ ରଖାଯାଇଛି ‘ମଧୁ’ ଆପ୍‌ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ଆପ ନାମିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମଙ୍ଗଳବାର ଦିନ ଏହି ଆପ୍‌ର…