ଅଗ୍ନିଶମ ବିଭାଗର ଅକ୍ଲାନ୍ତ ଚେଷ୍ଟା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତରୁ ଉଦ୍ଧାର ହେଲେ ଯୁବକ
ଭୁବନେଶ୍ୱର: ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତରେ ଚଢି ଆତ୍ମାହତ୍ୟା ଧମକ ଦେଉଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛି ।
ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ସହିଦ ନଗର ପୋଲିସ ଷ୍ଟେସନର ଆଇଆଇସି ହାଇଡ୍ରୋଲିକ ସିଡ଼ିରେ ଉପରକୁ…