ବାତ୍ୟା ‘ବୁଲବୁଲ୍’: ଓଡିଶା ଗସ୍ତରେ କେନ୍ଦ୍ରୀୟ ଟିମ୍, କରିବେ କ୍ଷୟକ୍ଷତିର ଅନୁଧ୍ୟାନ
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ।
ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି…