୫ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ: ନରସିଂହ ମିଶ୍ର
ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆସନ୍ତା ନଭେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳନୀନ ଅଧିବେଶନ । ଏହି ଅବସରରେ ରାଜ୍ୟରେ ୫ଟି କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ଯୋଜନା କରୁଛି ବିରୋଧି କଂଗ୍ରେସ ।
ଏନେଇ ଗଣମାଧ୍ୟମକୁ ସୂଚନା ଦେଇ…