Latest Odisha News

BREAKING NEWS

ଆଲୋକର ପର୍ବ ଦୀପାବଳି; ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୧୦-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୭ ରବିବାର ତୁଳା ୧୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ଯା ତିଥି ଚିତ୍ରା ନକ୍ଷତ୍ର କନ୍ୟା…

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ…

ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ଜଣେ ଯୁବକ, ମୃତ୍ୟୁମୁଖରୁ ଟାଣିଆଣିଲେ ‘ଆରପିଏଫ’ ଯବାନ

କୋଏମ୍ବାଟୁର: ଦ୍ରୁତଗତିରେ ଟ୍ରେନଟିଏ ଚାଲୁଥିଲା ବେଳେ ଜଣେ ଯୁବକ ବଗିରେ ଚଢିବାକୁ ଚେଷ୍ଟା କରୁଥିଲେ । ମାତ୍ର, ଦେଖୁ ଦେଖୁ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ । ଟ୍ରେନ ଚକା ତଳେ ପଡ଼ି ପ୍ରାଣ ହରାଉଥିବାର ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଜବାନ ।…

ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ଜଣ ନାବିକ; କିପରି ଉଦ୍ଧାର ହେଲେ, ଜାଣନ୍ତୁ

ଧାମରା: ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦରରେ ୧୧ ଜଣ ନାବିକଙ୍କୁ ପୋର୍ଟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୧ ଜଣ ନାବିକ ଜଳବନ୍ଦୀ ହୋଇ ଫସିଯାଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶନିବାର ଦିନ ଦ୍ୱିପ୍ରହରରେ ବଙ୍ଗୋପସାଗରର ଧାମରା ପୋର୍ଟ…

ପୋଲିସକୁ ମିଳିଲା ବଡ଼ ସଫଳତା; ସୋନପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି ସୋନପୁର ପୋଲିସ । ବିଭିନ୍ନ ମାରଣାସ୍ତ୍ର ସହିତ ପୋଲିସ ଏନେଇ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତେଲନଦୀ ବ୍ରିଜ ନିକଟରେ ଜଣେ ସଂଦିଗ୍ଧ…

ସାବଧାନ ! ରାତିରେ ନଖାଇ ଶୋଉଥିଲେ ହୋଇପାରେ ଏହିସବୁ ରୋଗ

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ: ୧) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ…

ଦୀପିକାଙ୍କ ‘ମହାଭାରତ’ !

ମୁମ୍ବାଇ: ଶୀର୍ଷକଟି ପଢି ଦ୍ଵନ୍ଦରେ ପଡିଗଲେ କି ? ଆମେ ଆପଣଙ୍କୁ କହି ରଖୁଛୁ ବି-ଟାଉନର ମୋଷ୍ଟ ଟ୍ୟାଲେଣ୍ଟେଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଯୋଜନା କରିବେ ଏକ ଚଳଚ୍ଚିତ୍ର । ଯାହାର ନାମ ମହାଭାରତ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ସୁନ୍ଦରୀ ଦୀପିକାଙ୍କ ପ୍ରଯୋଜନାରେ ନିର୍ମିତ…