ଟ୍ୱିନସିଟିରେ ଦିୱାଲୀ: ରାତି ୧୦ଟା ପରେ ବାଣ ଫୁଟାଇବା ମନା
କଟକ/ଭୁବନେଶ୍ୱର: ଦିପାବଳୀ ଉତ୍ସବ ଦିନ କେବଳ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ଟ୍ୱିନସିଟି ବାସିନ୍ଦା । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନିଦ୍ଦେଶାନାମା ଜାରି କରାଯାଇଛି । କଟକ ଓ ଭୁବନେଶ୍ୱର ବାସିନ୍ଦା ଏବର୍ଷ ଦିୱାଲୀରେ ମାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ବାଣ…