Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ କୃଷି ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁନିତଳା ବ୍ଲକ ଅନ୍ତର୍ଗତ ଜଣେ ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ମଙ୍ଗଳବାର ଦିନ ନିଲମ୍ବିତ ହୋଇଛନ୍ତି ଗ୍ରାମୀଣ କୃଷି ଅଧିକାରୀ ଶୁଭେନ୍ଦୁ ବେହେରା । କୃଷି ଅଧିକାରୀ ଜଣଙ୍କ ଚାଷୀଙ୍କୁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ସୋସିଆଲ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ…

ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଇଥାଉ । ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବା ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ।…

ଟଏଲେଟରେ ସେଲଫି ନେଲେ ମିଳିବ ଟଙ୍କା, ମଧ୍ୟପ୍ରଦେଶ ସରକାରଙ୍କ ଅଜବ ନିୟମ

ଭୋପାଳ: ମଧ୍ୟପ୍ରଦେଶର କମଳନାଥ ସରକାର ବିବାହ କରିବାକୁ ଥିବା ଭାବି ଦମ୍ପତ୍ତିଙ୍କ ଲାଗି ଏକ ଅଜବ ସର୍ତ୍ତ ରଖିଛନ୍ତି। ଶୌଚାଳୟରେ ଛିଡା ହୋଇ ଯେଉଁ ଭାବି ଦମ୍ପତି ଫଟୋ ଉଠାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପହାର ସ୍ୱରୂପ ପାଖାପାଖି ୫୧ ହଜାର ଟଙ୍କା ମିଳିବ । ଏହି ଟଙ୍କା…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…

କାଶ୍ମୀରକୁ ନେଇ ଚୀନ ରାଷ୍ଟ୍ରପତିଙ୍କ ମନ୍ତବ୍ୟରେ ଭାରତର କଡ୍ଡା ଜବାବ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କାଶ୍ମୀର ସମ୍ପର୍କରେ ଯେଉଁ ମତ ଦେଇଥିଲେ, ଭାରତ ତାହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । \nଚୀନର ବେଜିଂଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଚୀନ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଙ୍କ ମଧ୍ୟରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସପି

କେନ୍ଦୁଝର: କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଗୁରୁବାର ସକାଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏସପି ଆଜି ସକାଳେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ଝାରବେଡା ଛକ…

ତୃତୀୟଥର ପାଇଁ ବିବାହ କଲେ ବଲିଉଡ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା !

ମୁମ୍ବାଇ: ବିବାହ କଲେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ! ପ୍ରଥମଥର ନୁହେଁ ଆଜ୍ଞା ତୃତୀୟଥର ପାଇଁ ବିବାହ କରିଛନ୍ତି ରେମୋ । କିନ୍ତୁ କାହାଣୀରେ ରହିଛି ଏକ ଟ୍ଵିଷ୍ଟ। ରେମୋ ନିଜ ପତ୍ନୀଙ୍କୁହିଁ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଘଟଣାଟି ଏମିତି ଯେ ରେମୋ ଓ…

ମହଙ୍ଗା ପଡିଲା ଦୁର୍ନୀତି, ବନବିଭାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ସରକାର ଗୁରୁବାର ଦିନ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୨୦୧୬ ମସିହାରେ ଆଠଗଡରେ ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଭାବେ ଶ୍ରୀ ମିଶ୍ର ନିଯୁକ୍ତ ହୋଇଥିଲେ । ଶ୍ରୀ ମିଶ୍ର ଓ ତାଙ୍କ ପରିବାର…

ପୁଣି କମାଲ କଲେ ମେରିକମ, ଭାରତ ପାଇଁ ଆଣିଲେ ଆଉ ଏକ ପଦକ

ଉଲାନ-ଉଦ: ପୂର୍ବରୁ ଛଅଥର ଚାମ୍ପିୟାନ ରହିସାରିଥିବା ଏମସି ମେରିକମ 'ୱାର୍ଲଡ଼ ବକ୍ସିଂ ଚାମ୍ପିଅନସିପ' ଇତିହାସରେ ସବୁଠୁ ସଫଳତମ ବକ୍ସର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଋଷର ଉଲାନ ଉଦ ସହରରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଗୁରୁବାର ଦିନ ୫୧କେଜି ବକ୍ସିଂ…