ଆଇଆଇଟି ଗୋଆ ନିର୍ଦ୍ଦେଶକଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବନ୍ଦ କଲା ସିବିଆଇ
ନୂଆଦିଲ୍ଲୀ: ଆଇଆଇଟି ଗୋଆର ନିର୍ଦ୍ଦେଶକ ବିକେ ଶର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ସିବିଆଇର ହସ୍ତଗତ ନହେବାରୁ ପ୍ରାୟ ୨ ବର୍ଷ ପରେ ସେ ଏହାକୁ ବନ୍ଦ କରିଛି ।
ଏହି ମାମଲାର ସବୁଦିଗକୁ ଯାଞ୍ଚ କରିବା ପରେ ଏଜେନ୍ସି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ…