ଦୁଇମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ସୁନାଦର, ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ
ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ହେବ କ୍ରମାଗତ ଭାବେ ଉପର-ତଳ ହେଉଛି ସୁନାଦର। ପ୍ରଥମେ ହୁହୁ ହୋଇ ଦର ବୃଦ୍ଧି ପାଇବା ପରେ, ପୁନଶ୍ଚ ଏହାର ଦର ହ୍ରାସ ଘଟିଚାଲିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଦୁଇମାସର ସର୍ବ ନିମ୍ନ ସ୍ତରରେ ଆଜି ପହଞ୍ଚିଛି ସୁନାଦର । ଶୁକ୍ରବାର ଏହିଦର ୪ଶହ ଟଙ୍କା ହ୍ରାସ…