ଦିଲ୍ଲୀ ସମେତ ପୂର୍ବ ଭାରତରେ ଭୂକମ୍ପ…
ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ଫ ଅନୁଭୂତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।
ଏହି ଭୂକମ୍ଫ ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣାରେ ଅନୁଭୂତ ହୋଇଛି । ଭାରତ-ପାକିସ୍ତାନ ସୀମାନ୍ତ କାଶ୍ମୀରର କିଛି ଅଞ୍ଚଳରେ ମଧ୍ୟ…