ରାଜଧାନୀରେ ରେଡ୍ ହେଲା ‘ହୁକ୍କା ବାର୍’….
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ହୁକ୍କା ବାର୍ ଉପରେ ଅତର୍କୀତ ଭାବେ ଚଢଉ ହୋଇଛି । ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ବାର୍ କୁ ପୋଲିସ, ଅବକାରୀ ପୋଲିସ, ଡ୍ରଗ୍ ଇନିସପେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ…