Latest Odisha News

BREAKING NEWS

ଆପୋଲୋ ହସ୍ପିଟାଲ ପକ୍ଷରୁ ସୁସ୍ଥ ହୃତ୍‌ପିଣ୍ଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ…

ସବୁ ସ୍କୁଲ ପିଲାଙ୍କୁ ମିଳିବ ଜୋତା, ଡ୍ରେସ ଓ ପରିଚୟ ପତ୍ର

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲର ସବୁ ବର୍ଗର ପିଲାମାନଙ୍କୁ ଜୋତା, ଡ୍ରେସ ଓ ପରିଚୟ ପତ୍ର ମିଳିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରକାଶ କରିଛନ୍ତି । ପୂର୍ବରୁ କେବଳ ବିପିଏଲ ଶ୍ରେଣୀର ପିଲାମାନଙ୍କୁ ଏହି ସୁବିଧା ମିଳୁଥିଲା । ସେହିପରି ସ୍କୁଲ…

‘ଡିଜେଏସଆଇ’ରେ ଅନ୍ତର୍ଭୁକ୍ତ ହେଲା ‘ହିଣ୍ଡାଲକୋ’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର କଂପାନି ହିଣ୍ଡାଲକୋ ଏସଆଣ୍ଡପି ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ (ଡିଜେଏସଆଇ)ରେ ଅନ୍ତର୍ଭୁକ୍ତ ହୋଇଛି । ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ଏକମାତ୍ର ଆଲୁମିନିୟମ ର୍ନିମାତା ହେଉଛି ହିଣ୍ଡାଲକୋ । କର୍ପୋରେଟ ସଷ୍ଟେନେବିଲିଟି…

ଡବଲ ସେଞ୍ଚୁରୀ କ୍ଳବରେ ସାମିଲ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଲ’

ମୁମ୍ବାଇ: ନିକଟରେ ଇସ୍ରୋ ଦ୍ଵାରା ଚନ୍ଦ୍ରକୁ ଛଡା ଯାଇଥିବା ଚନ୍ଦ୍ରାୟଣ-୨ ଅଳ୍ପକେ ବିଫଳ ହୋଇଯାଇଥିଲେ ମଧ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ମଙ୍ଗଲ' କିନ୍ତୁ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ଏହା ନିଜର ଦବଦବା ଜାରୀ ରଖିଛି। ଫିଲ୍ମ 'ମିଶନ…

ଓଡ଼ିଶାରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଶ୍ରୀ ଶ୍ରୀ ରବିଶଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ନବୀକରଣ ସହ ନୂଆ ରୂପରେଖ ନେବ ରାଜଧାନୀର ପାର୍କ

ଭୁବନେଶ୍ୱର: ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କର ରୂପରେଖ । ପାର୍କ ଗୁଡିକର ଡିଜାଇନ ତଥା ବର୍ତ୍ତମାନ ଦିଆଯାଉଥିବା ସୁବିଧା ସବୁକୁ ବଦଳାଇ ଏହାକୁ ନୂତନ ତଥା ଉନ୍ନତ ମାନର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ମାନେ ଯୋଜନା କରୁଛନ୍ତି । ଓଡ଼ିଶାର ରାଜଧାନୀରେ ଥିବା…

ସୋଆ କୃଷିବିଜ୍ଞାନ କଲେଜର ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ

ଭୁବନେଶ୍ୱର: ଆମ ଦେଶରେ ଲୋକସଂଖ୍ୟାର ୬୫ ରୁ ୭୦ % କୃଷି ସହିତ ସଂଶ୍ଳିଷ୍ଟ । କୃଷି ହିଁ ଆମ ଦେଶର ମେରୁଦଣ୍ଡ । ତେଣୁ ଦେଶ ନିର୍ମାଣରେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ଜଡିତ ରହିବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ…

‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସୁବାସ ଚୌହାନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ସୁବାସ ଚୌହାନଙ୍କୁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି । ଗତ ତିନିମାସ ଧରି କୌଣସି ରାଜନୈତିକ ବ୍ୟକ୍ତିତ୍ୱ ଏହି ପଦବୀର ଦାୟିତ୍ୱରେ ନଥିଲେ ମଧ୍ୟ ପ୍ରଶାସନକୁ ଅତିରିକ୍ତ ଦାୟିତ୍ୱ ଅର୍ପଣ…

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ‘ଏମସ୍’

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଏମସ୍ । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମସ୍) ନୂଆଦିଲ୍ଲୀର କର୍ତ୍ତୃପକ୍ଷ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୯୩.୮୯ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବ୍ୟାନ୍ ହେଲା ଇ-ସିଗାରେଟ, ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: ଦେଶରେ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦୁଇଟି ବଡ଼ ଘୋଷଣା ବୁଧବାର ଦିନ କରିଛନ୍ତି । ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ରେଳକର୍ମଚାରୀଙ୍କୁ ୭୮ ଦିନ ବୋନସ ଦେବାକୁ ଅନ୍ୟ ଏକ ବଡ଼ ଘୋଷଣା ହୋଇଛି । Union Minister Nirmala…