Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍, ବଢୁଛି ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ରବିବାର ଦିନ ଆଉ ୮ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା…

ଭୁବନେଶ୍ୱରରେ ସ୍ପାଇସଜେଟ୍ ଫ୍ଲାଇଟର ଜରୁରୀ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ଏହି ବିମାନରେ ଯାତ୍ରା କରୁଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ…

କେନ୍ଦୁଝରରେ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡା ଅଞ୍ଚଳରେ କେହି ଦୁବୃର୍ତ୍ତ ଜଣେ ବୃଦ୍ଧା ଦମ୍ପତ୍ତିଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି । ମୃତକଙ୍କ ନାମ ରାମାଇ ମୁଣ୍ଡା (୬୯) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୬୪) ବୋଲି ଜଣାପଡିଛି । ମିଳିଥିବା…

କମ୍ପାନୀ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅନ୍ତର୍ଗତ ଏକ ଧୂପକାଠି କମ୍ପାନୀର ମାଲିକ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କ ନାମ ମହେଶ୍ୱର ପୃଷ୍ଟି ବୋଲି ଜଣାପଡିଛି । ପିଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରଘୁନାଥ ଥାନା…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କୋରାପୁଟ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର,…

ଆରପାରିରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଉଲ୍ଲେଖଯୋଗ୍ୟ, ସେ ବିଜେପିର ସାଂସଦ ଭାବେ ରହିଥିବା ବେଳେ ସେ…

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୦୮ ରିଖ ରବିବାର ସିଂହ ୨୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ…

ଫାଓ ଲିଗ୍ ଫୁଟବଲ୍ ଖେଳୁଥିବା ବେଳେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

କଟକ: କଟକରେ ଅନୁଷ୍ଠିତ ହେଉଥିବା ଫାଓ ଲିଗ୍ ଫୁଟବଲ୍ ମ୍ୟାଚରେ ଖେଳିବା ଅବସ୍ଥାରେ ଜଣେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଅନୁଷ୍ଠିତ ହେଉଥିବା ଫାଓ ଫୁଟବଲ୍ ଲିଗ ମ୍ୟାଚରେ ଏସବିଆଇ ଦଳ ଖେଳାଳି ଶନିବାର ଦିନ ଅପରାହ୍ନରେ ଏକ ମ୍ୟାଚ ଖେଳୁଥିବା ସମୟରେ କୌଣସି…