ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍ ହୋଇଛି ଜିଏସଟି ଆଦାୟ
ନୂଆଦିଲ୍ଲୀ: ସରକାରଙ୍କୁ ଲାଗିଛ ଜିଏସଟି ଝଟ୍କା। ଗତ ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍ ହୋଇଛି ଜିଏସଟି ଆଦାୟ। ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା।…