Latest Odisha News

BREAKING NEWS

କଦଳୀ ପତ୍ର ଚିକେନ୍‌

ଘରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଚିକେନ୍‌ । ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ : ଚିକେନ୍‌, କଦଳୀ ପତ୍ର, ଅଦା ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, କଞ୍ଚା ଲଙ୍କା, ଜିରା ଓ ଧନିଆ ବଟା, ତେଲ, ସୂତା ଓ ପାଣି। ପ୍ରସ୍ତୁତି…

ନୈନା ଦେବୀଙ୍କ ଦର୍ଶନ କଲେ ଭଲ ହେବ ଚକ୍ଷୁ ସମସ୍ୟା !

ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିଟିକୁ ଯଥାର୍ଥତା ଦେଇଛନ୍ତି ମା ନୈନା ଦେବୀ । ଉତ୍ତରାଖଣ୍ଡସ୍ଥ ନୈନା ହ୍ରଦର ଉତ୍ତର କୂଳରେ ଅବସ୍ଥିତ ମାଆ ନୈନା ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି…

ଗୁରବାରରେ ମାନନ୍ତୁ ଏହିସବୁ କଥା, ଧନଧାନ୍ୟରେ ଘର ପୁରି ଉଠିବ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। -ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ।…

ପୂଜା କରନ୍ତୁ ବଜରଙ୍ଗବାଲିଙ୍କୁ, ଦୂରେଇ ଯିବ ଏହି ସବୁ ସମସ୍ୟା

ଅସାଧ୍ୟ ରୋଗରୁ ମୁକ୍ତି ପାଇଁ ପ୍ରାତଃକାଳରେ ନାଲି ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ଭଗବାନ ହନୁମାନଙ୍କୁ ନାଲି ଫୁଲମାଳା ଚଢାଇ, ଦୀପ ଲଗାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ସହ 'ସଙ୍କଟମୋଚନ ହନୁମାନ ପାଠ' ୧୧ ଥର ଜପ କରନ୍ତୁ । ଋଣରୁ ମକ୍ତି ପାଇବା ପାଇଁ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ପର୍ଯ୍ୟାୟକ୍ରମେ ୧୬ଟି ଖୋଲିଛି। ପୂର୍ବରୁୁ ଆଜି ସକାଳେ ୨ଟି ଗେଟ୍ ଖୋଲାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି । ଏହାକୁ ନଜରରେ ରଖି…

‘ମିଶନ ମଙ୍ଗଲ’ ପାଇଁ କେଉଁ ଷ୍ଟାର ନେଇଛନ୍ତି କେତେ ପାରିଶ୍ରମିକ, ଜାଣନ୍ତୁ

ମୁମ୍ବାଇ: ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିଛି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସିନେମା 'ମିଶନ ମଙ୍ଗଲ' । ଏହି ଚଳଚ୍ଚିତ୍ରର କେଉଁ କଳାକାର କେତେ ପାରିଶ୍ରମିକ ପାଇଛନ୍ତି, ଜାଣନ୍ତୁ । ୧. କ୍ରୀତି କୁଲହାରି - ଏହି ଚଳଚ୍ଚିତ୍ର ପାଇଁ କ୍ରୀତିଙ୍କୁ ମିଳିଛି ପ୍ରାୟ ୧ କୋଟି ରୁ ୧.୫ କୋଟି…

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା…

ଭୁବନେଶ୍ୱର: ରାଜଧାନୀସ୍ଥିତ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରକାଣ୍ଡ ରାକ୍ଷୀ ବାଲିରେ ତିଆରି ହୋଇଛି । ଏହି ସୁଦୃଶ୍ୟ ବାଲୁକା କଳାଟିକୁ କରିଛନ୍ତି ସ୍ୱନାମଧନ୍ୟ ବାଲୁକାଶିଳ୍ପୀ ସ୍ୱାଧୀନ ମହାରଣା ।

ନୂଆ ଓଡିଶା ଗଠନ ଲାଗି ଜନତାଙ୍କୁ ଆହ୍ୱାନ ଦେଲେ ନବୀନ

ଭୁବନେଶ୍ୱର: ସାରା ଦେଶରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଓଡିଶା ଗଠନ ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଚଳିତ ଥର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, କଳାହାଣ୍ଡି ଓ ନୟାଗଡ ଆଦି ଜିଲ୍ଲାର ଗୋଟିଏ…

କାହିଁକି ଓ କିପରି ଜାଣନ୍ତୁ, ଆପଣ ଏହି ଅଟୋରେ ମାଗଣା ବୁଲି ପାରିବେ ସହର !

ଭୁବନେଶ୍ୱର: ନାଁ ତାଙ୍କର ସୁକାନ୍ତ ମଲ୍ଲିକ, ପେଶାରେ ସେ ଜଣେ ଅଟୋ ଚାଳକ । ମାତ୍ର, ମନ-ପ୍ରାଣ ଓ ହୃଦୟରେ ଭରି ରହିଛି ଦେଶମାତୃକା ଲାଗି ପ୍ରଚୁର ପ୍ରେମ ଓ ଅସରନ୍ତି ଭକ୍ତି ଭାବନା । ଦେଶର ସ୍ୱାଧୀନତା ଦିବସ ଅବସରରେ ପଥଚାରୀଙ୍କୁ ସେ ମାଗଣାରେ ବୋହି ନେଉଛନ୍ତି ସେମାନଙ୍କର ଗନ୍ତବ୍ୟସ୍ଥଳକୁ ।…